fbpx

ପିପିଲି ସାନି ଉପନିର୍ବାଚନ ପାଇଁ ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

ଭୁବନେଶ୍ୱର, ୧୪ ।୪ (ଓଡିଶା ଭାସ୍କର)  : କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲିରେ ସାନି ଉପନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୁଚନା ଦେଇଛନ୍ତି । ଜିଲ୍ଲା ରିଟର୍ଣ୍ଣି ଅଫିସର୍ ଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.