ଭୁବନେଶ୍ୱର, ୨୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ପୁରୀ ଓ କଟକରୁ ୨ଜଣ ଲେଖାଏଁ, ଗଞ୍ଜାମ, ଖୋର୍ଦ୍ଧା, ବଲାଙ୍ଗୀର, କଳାହାଣ୍ଡି, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
2. A 69-year old male of Cuttack district who was also suffering from Diabetes, Hypertension, Chronic Kidney Disease (Post Transplant).
3. An 84-year old male of Cuttack district who was also suffering from Diabetes.
4. A 68-year old male of Ganjam district.
— H & FW Dept Odisha (@HFWOdisha) September 20, 2020
10. A 53-year old male of Sambalpur district who was also suffering from Diabetes, Hypertension.
— H & FW Dept Odisha (@HFWOdisha) September 20, 2020