ଭୁବନେଶ୍ୱର, ୩୦/୯ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୮୫୭୦୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଖୋର୍ଦ୍ଧା ରୁ ସର୍ବାଧିକ ୬୨୮, କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡ଼ାରୁ ୨୩୨, ଅନୁଗୁଳରୁ ୨୦୯, ଜଗତସିଂହପୁର ରୁ ୧୬୩, କେନ୍ଦ୍ରାପଡ଼ାରୁ ୧୬୧, ମୟୁରଭଂଜରୁ ୧୫୩, ରାୟଗଡ଼ାରୁ ୧୩୨, ଯାଜପୁରରୁ ୧୨୯, ବଲାଙ୍ଗୀର ରୁ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 4219 Covid patients have recovered and are being discharged on 30.09.2020
628 from Khordha
494 from Cuttack
264 from Puri
232 from Jharsuguda
209 from Anugul
163 from Jagatsinghpur
161 from Kendrapara
153 from Mayurbhanj
132 from Rayagada
129 from Jajapur— H & FW Dept Odisha (@HFWOdisha) September 30, 2020
49 from Boudh
39 from Gajapati
35 from Kalahandi
21 from Deogarh
162 from State PoolThe total recovered cases of Odisha now stand at 185700
— H & FW Dept Odisha (@HFWOdisha) September 30, 2020