fbpx

ବ୍ଲ୍ୟୁ ବିକିନିରେ ଉର୍ଫି ଜାଭେଦ୍: Instagramରେ ଅତିକ୍ରମ କଲେ ୨ କୋଟି ଫଲୋଅର

ମୁମ୍ବାଇ: ଛୋଟ ପରଦାର ଷ୍ଟାର ଉର୍ଫି ଜାଭେଦ ପୁଣି ଥରେ ଇନଷ୍ଟାଗ୍ରାମରେ ନିଆଁ ଲଗାଇଛନ୍ତି । ଉର୍ଫି ଜାଭେଦଙ୍କ ଇନଷ୍ଟାଗ୍ରାମ ଫଲୋଅର ସଂଖ୍ୟା ୨ କୋଟି ଅତିକ୍ରମ କରିଥିବା ବେଳେ ଉର୍ଫି ଏକ ବ୍ୟାକଲେସ ଫଟୋ ପୋଷ୍ଟ କରିଛନ୍ତି । ବିଗବସ ଓଟିଟିରୁ ଲୋକପ୍ରିୟତା ହାସଲ କରିଥିବା ବେଳେ ଉର୍ଫି ନିୟମିତ ଭାବରେ ହଟ ଫଟୋ ପୋଷ୍ଟ କରିଥାନ୍ତି ।

 

View this post on Instagram

 

A post shared by Urrfii (@urf7i)

ଇନଷ୍ଟାଗ୍ରାମରେ ୨ ମିଲିୟନ ବା ୨୦ ଲକ୍ଷ ଫଲୋଅର ହେବା ପରେ ଉର୍ଫି ଏକ ବ୍ୟାକଲେସ ଫଟୋ ପୋଷ୍ଟ କରିଛନ୍ତି । ଏହା ସହିତ ନିଜର ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଫଟୋରେ ଉର୍ଫି ଜାଭେଦ ଏକ ହଳଦିଆ ରଙ୍ଗର ବ୍ରାଲେଟ ପିନ୍ଧିଥିଲେ । ବିଗବସ ଓଟିଟିରେ ନିଜର ହଟ ଅନ୍ଦାଜ ପାଇଁ ପ୍ରସିଦ୍ଧି ହାସଲ କରିଥିବା ଉର୍ଫି ପ୍ରଥମ ସପ୍ତାହରେ ହିଁ ବାହାର ହୋଇ ଯାଇଥିଲେ । ଏହି ଫଟୋ ବ୍ୟତିତ ଉର୍ଫି ଏକ କଳା ରଙ୍ଗର ବିକିନି ଏବଂ ନୀଳ ରଙ୍ଗର ବିକିନିର ଫଟୋ ପୋଷ୍ଟ କରିଛନ୍ତି ।

 

View this post on Instagram

 

A post shared by Urrfii (@urf7i)

 

Get real time updates directly on you device, subscribe now.