fbpx

ଓଲଟିଲା ଗୋ ମାଂସ ବୋଝେଇ ଗାଡ଼ି, ଡ୍ରାଇଭର ଫେରାର

ଗୋପ: ଓଲଟିଲା ଗୋରୁ ମାଂସ ବୋଝେଇ ଗାଡ଼ି । ଗୋପ ବ୍ଲକ ବୋଇତଭଙ୍ଗା ବ୍ରିଜ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ି ଓଲଟିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୨୦ କ୍ୱିଣ୍ଟାଲରୁ ଅଧିକ ଗୋ ମାଂସ ଚାଲାଣ ହେଉଥିବା ଜଣାପଡ଼ିଛି । ତେବେ ଗଡ଼ିଟି ଓଲଟିବା ପରେ ଘଟଣାସ୍ଥଳରୁ ଡ୍ରାଇଭର ସହ ବେପରୀ ଫେରାର ହୋଇଥିଲେ । ଖବର ପାଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.