ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଜଣେ ଯୁବକ ମୃତ । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି ।
ଯୁବକ ନରେନ୍ଦ୍ର ପୋଖରୀରେ ବୁଡ଼ିଯିବା ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀର ଏକ ଟିମ୍ ପୁଷ୍କରିଣୀରେ ବୁଡ଼ି ଖୋଜାଖୋଜି ଚଳାଇଥିଲା ।
ମୃତଦେହ ନ ମିଳିବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚାପ ଖେଳାଯିବ ନାହିଁ ବୋଲି କୁହାଯାଉଥିଲା ।