ସମ୍ବଲପୁର,୨୬/୬(ଓଡିଶା ଭାସ୍କର) : ୧୦ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରକୁଡ଼ର ଜଳସ୍ତର ରହିଛି ୬୧୭.୪୧ ଫୁଟ । ପ୍ରତି ସେକେଣ୍ଡରେ ୯୯ ହଜାର ୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୧ଲକ୍ଷ ୩୬ହଜାର ୫୦୪ କ୍ୟୁସେକ ଜଳ ।
ଗତକାଲି ପ୍ରଥମେ ହୀରାକୁଦ ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ କରାଯାଇଇଥିଲା।