fbpx

IAS ରାଜେଶ ବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଙ୍କଟ ଚାଲିଥିବା ବେଳେ ଓଡିଶା କ୍ୟାଡର ଆଇଏଏସ ଅଧିକାରୀ ରାଜେଶ ବର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି । କେନ୍ଦ୍ର କର୍ପୋରେଟ ବ୍ୟାପାର ସଚିବ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ୧୯୮୭ ବ୍ୟାଚର ରାଜେଶ ପୂର୍ବରୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।

Get real time updates directly on you device, subscribe now.