World Cup 2023; ଇଂଲଣ୍ଡ ଆଗରେ ୨୩୦ ରନର ଟାର୍ଗେଟ ରଖିଲା ଭାରତ

ଓଡିଶା ଭାସ୍କର; ଇକାନା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୨୩୦ ରନର ଟାର୍ଗେଟ ରଖିଲା ଭାରତ । ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ ଫଳରେ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ତେବେ ଏହି ଦୁଇ ଶକ୍ତିଶାଳୀ କ୍ରିକେଟ ଟିମ୍ ମଧ୍ୟରେ ଲଢେଇ ଜାରି ରହିଥିବା ବେଳେ ୯ ୱିକେଟ ହରାଇ ୨୨୯ ରନ ସଂଗ୍ରହ କରିଛି ଭାରତ । ଫଳରେ ଇଂଲଣ୍ଡକୁ ୨୩୦ ରନର ବିଜୟ ଲକ୍ଷ୍ୟ ମିଳିଛି ।

Get real time updates directly on you device, subscribe now.