• Likes
  • Followers
  • Subscribers
  • Followers
  • Android App
  • Monday, September 22, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଇଣ୍ଟରନେଟ୍ ନଥିଲେ ବି Bank Account Balance ଚେକ୍ ହୋଇପାରିବ, ଜାଣନ୍ତୁ ଏହି ସର୍ଟ ଟ୍ରିକ୍
CHARIDHAM

ଇଣ୍ଟରନେଟ୍ ନଥିଲେ ବି Bank Account Balance ଚେକ୍ ହୋଇପାରିବ, ଜାଣନ୍ତୁ ଏହି ସର୍ଟ ଟ୍ରିକ୍

By Odisha Bhaskar Bureau On Dec 13, 2023 at 4:52 PM
Share

ଓଡିଶା ଭାସ୍କର: ଦିନକୁ ଦିନ ଯୁଗ ଯେତିକି ଆଧୁନିକ ହେଉଛି ସେତିକି ସେତିକି ଆମ ଜୀବନଶୈଳୀ ବି ସହଜ ହେଉଛି। କାରଣ କମ୍ ସମୟରେ ଅନେକ କିଛି କରିବାର ସକ୍ଷମତା ରଖିଛି ଆଜିର ଟେକ୍ନୋଲୋଜି। ଅଧିକାଂଶ କାମ ଏବେ ଏହି ଟେକ୍ନୋଲୋଜି ଜରିଆରେ ହେଉଛି। ଯେଉଁଥିପାଇଁ ଇଣ୍ଟରନେଟର ନିହାତି ଆବଶ୍ୟକ। ମାତ୍ର ଇଣ୍ଟରନେଟ ବିନା କ’ଣ ବ୍ୟାଙ୍କ ଆକାଉଣ୍ଟରୁ ବାଲାନ୍ସ ଚେକ ହୋଇପାରିବ? ତେବେ ଏକଥା ବି ଆଜି ଟେକ୍ନୋଲୋଜି ଦ୍ୱାରା ସମ୍ଭବପର ହୋଇପାରିଛି। ବିନା ଆକାଉଣ୍ଟ ଓ ବିନା ଇଣ୍ଟରନେଟରେ ବି ଆପଣ ଆପଣଙ୍କ ଆକାଉଣ୍ଟରୁ ବାଲାନ୍ସ ଜାଣିପାରିବେ। ଯଦି ଆପଣଙ୍କ ପାଖରେ ବଡ଼ ଫୋନ ବା ସ୍ମାର୍ଟ ଫୋନ ନାହିଁ ତାହେଲେ ବି ଆପଣ ଘରେ ରହି ବ୍ୟାଙ୍କ ବାଲାନ୍ସ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ଫୋନ କଲ କରିବାକୁ ପଡିବ। ଯାହା ଦ୍ୱାରା ଆପଣ ମେସେଜ ଜରିଆରେ ଆପଣଙ୍କ ବାଲାନ୍ସ ବିଷୟରେ ଜାଣିପାରିବେ।

ମେସେଜ୍ ମାଧ୍ୟମରେ କିପରି ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଜାଣିପାରିବେ:-

  •  ସର୍ବପ୍ରଥମେ ଆପଣଙ୍କ ଫୋନରୁ * 99 * 99 * 1 # ନମ୍ବରକୁ କଲ୍ କରନ୍ତୁ।
  • ଏହା ପରେ ଆପଣଙ୍କ ଆଧାର କାର୍ଡର ୧୨ ଅଙ୍କ ସଂଖ୍ୟା ପ୍ରବେଶ କରନ୍ତୁ।
  • କିଛି ସମୟ ଭିତରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବ ଏବଂ ଏହାପରେ ଆପଣ ଏକ ମେସେଜ୍ ପାଇବେ।
  •  ଆପଣ ଏହି ମେସେଜ୍ ଜରିଆରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର ବାଲାନ୍ସ ଜାଣିପାରିବେ।
ଆହୁରି ପଢନ୍ତୁ

ବିଶ୍ବର ପ୍ରଥମ କମ୍ପ୍ୟୁଟର ଭାଇରସ ତିଆରି…

Ind vs Pak: ମାତ୍ର 17 ଘଣ୍ଟାରେ ପୁଣି…

ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ:-

ଯଦି ଆପଣ SMS ମାଧ୍ୟମରେ ଆକାଉଣ୍ଟ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି, ତେବେ ମନେରଖନ୍ତୁ ଯେ ଆପଣଙ୍କ ନମ୍ବର ସମାନ ଭାବରେ ଲିଙ୍କ୍ ହେବା ଉଚିତ୍ ଯାହା ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ସହିତ ମଧ୍ୟ ସଂଯୁକ୍ତ ଥିବ। ଆଧାର ନମ୍ବରକୁ ଫୋନ୍ ନମ୍ବର ସହିତ ଲିଙ୍କ୍ କରିବା ଆବଶ୍ୟକ। ନଚେତ ଆପଣ ମେସେଜ୍ ମାଧ୍ୟମରେ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ଜାଣିବାକୁ ସମର୍ଥ ହେବେ ନାହିଁ ।

Share

Prev Post

ପୁଣି ରେଳ ଷ୍ଟେସନରେ ବଡ଼ ଅଘଟଣ: ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଲା ପାଣି ଟାଙ୍କି

Next Post

(Video) ପୁରୁଣା ପ୍ରେମିକଠୁ ଏଭଳି ପ୍ରତିଶୋଧ ନେଲା ପ୍ରେମିକା; ସାମ୍ନାକୁ ଆସିଲା ଚତୁରତାର ନିଆରା ଚିତ୍ର

You might also like More from author
Breaking News

ବିଶ୍ବର ପ୍ରଥମ କମ୍ପ୍ୟୁଟର ଭାଇରସ ତିଆରି କରିଥିଲେ 23 ବର୍ଷିୀୟ ଏହି ଯୁବକ, ରଥି ମହାରଥିଙ୍କ…

Breaking News

Ind vs Pak: ମାତ୍ର 17 ଘଣ୍ଟାରେ ପୁଣି ଭାରତଠାରୁ ହାରିଲା ପାକିସ୍ତାନ, ପାକ୍କୁ ଆଣ୍ଠେଇ ଦେଲେ ୟଙ୍ଗ୍…

Breaking News

ଶଢୁଥିଲା ମା’ର ମୃତଦେହ; ପାଖରେ ବସିଥିଲା ପୁଅ, ବିଦେଶରୁ ଝିଅର ଫୋନ ପରେ ଖୋଲିଲା ରହସ୍ୟ

Asia Cup

Asia Cup 2025: ଏବେ ଭାରତର ବିଜୟ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ, ଆସିଲା ବଡ଼ ସମୀକରଣ

Breaking News

GST Cut: କ୍ଷୀର, ଦହି, ଘିଅ, ପନିର, ବଟର, ସବୁ ହେଲା ଶସ୍ତା; ଜିଏସଟି ହ୍ରାସ ପରେ କମିଲା ଓମ୍ଫେଡ୍…

Breaking News

DUSSEHRA LOTTERY: ଛେଳି, ହ୍ୱିସ୍କି ସହ ଅଛି ବିୟର; ଟିକେଟ ମୁଲ୍ୟ ମାତ୍ର 150

Prev Next
Odisha Bhaskar

Recent Posts

ବିଶ୍ବର ପ୍ରଥମ କମ୍ପ୍ୟୁଟର ଭାଇରସ ତିଆରି…

ତିରୁପତି ମନ୍ଦିରରେ ବଡ଼ ଧରଣର ହେରଫେର: ଦାନ…

ଟିମ୍ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କ ଉପରେ…

ଇଜ୍ଜତକୁ ବାଜି ଲଗେଇ କାଲିର ଏସିଆ କପ୍ ମ୍ୟାଚ…

Ind vs Pak: ମାତ୍ର 17 ଘଣ୍ଟାରେ ପୁଣି…

(VIDEO) ପଡ଼ିଆ ମଝିରେ ଅଭିଷେକ ଶର୍ମା ହାତ ଟେକି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବିଶ୍ବର ପ୍ରଥମ କମ୍ପ୍ୟୁଟର ଭାଇରସ ତିଆରି…

Ind vs Pak: ମାତ୍ର 17 ଘଣ୍ଟାରେ ପୁଣି…

ଶଢୁଥିଲା ମା’ର ମୃତଦେହ; ପାଖରେ ବସିଥିଲା ପୁଅ,…

Asia Cup 2025: ଏବେ ଭାରତର ବିଜୟ ପାଇଁ…

Prev Next 1 of 27,070
© 2025 - TK Digital All Rights Reserved.