![AAKASH](https://odishabhaskar.com/wp-content/uploads/2024/06/Web-.jpg)
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢିବା ଖବର ସାମ୍ନାକୁ ଆସିଛି । ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢାଇଲେ ରାଜ୍ୟ ସରକାର । ଆସନ୍ତା ୨୦୨୪ ବର୍ଷର ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକାଳ ବଢାଇଛନ୍ତି ରାଜ୍ୟ ସରକାର । ସୂଚନା ଅନୁଯାୟୀ, ଆସନ୍ତା ୩୧ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାର ଥିଲା । ତେବେ ରାଜ୍ୟ ସରକାର ଏହାକୁ ଆହୁରି ୬ ମାସ ବଢାଇଛନ୍ତି ।