fbpx

ରାତି ୮ଟା ସୁଦ୍ଧା ୬ ଜିଲ୍ଲା ସାବଧାନ୍! ଭୟଙ୍କର ବର୍ଷିବ

ଭୁବନେଶ୍ୱର,୩୧ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଜି ରାତି ୮ଟା ସୁଦ୍ଧା ଭୀଷଣ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ରାଜ୍ୟର ୬ଟି ଜିଲ୍ଲାକୁ ସର୍ତକ ରହିବାକୁ କୁହାଯାଇଛି । ସେହି ୬ଟି ଜିଲ୍ଲା ମଧ୍ୟରେ-ନୂଆପଡ଼ା, ଗଞ୍ଜାମ, ଗଜପତି, ମାଲକାନଗିରି ମାଲକାନଗିରି ଓ କନ୍ଧମାଳ ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ତାଜା ଅପଡେଟ୍ ଦିଆଯାଇଛି ।

Get real time updates directly on you device, subscribe now.