ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଜରୀ ୱାର୍ଡରେ ନିଆଁ ଲାଗିଯାଇଛି । ଅସ୍ତ୍ରୋପଚାର ୱାର୍ଡର ଉପର ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ସାତୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ହତାହତ ସମ୍ପର୍କରେ କୌଣସି ସୂଚନା ଆସିନାହିଁ ।