• Likes
  • Followers
  • Subscribers
  • Followers
  • Android App
  • Tuesday, July 1, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଚାଷୀଙ୍କ ଖାତାକୁ ଗଲା ଇନପୁଟ ସହାୟତା ଟଙ୍କା, ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଚାଷୀଙ୍କ ଖାତାକୁ ଗଲା ଇନପୁଟ ସହାୟତା ଟଙ୍କା, ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

By Chinmayee Beura Last updated Dec 8, 2024 at 1:58 PM
Share

ଭୁବନେଶ୍ୱର: ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ୍ ସହାୟତା ପ୍ରଦାନ କରାଯାଇଛି। ଚାଷୀଙ୍କ ଖାତାକୁ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ର ସରକାରଙ୍କ ୨୩୦୦ ଏମଏସପି ସହ ୮୦୦ ଇନପୁଟ ସହାୟତା ରାଶି ପ୍ରଦାନ କରାଯାଇଛି।

ବରଗଡ଼ର ସୋହେଲାଠାରେ ଧାନର ଇନ୍‌ପୁଟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ₹୨୩୦୦ର ଏମଏସପି ଏବଂ ₹୮୦୦ର ଇନପୁଟ ସହାୟତା ମୂଲ୍ୟ ସହ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ମିଳିଛି ୩୧୦୦ ଟଙ୍କା।

୨୦୨୪ ସାଧାରଣ ନିର୍ବାଚନରେ ଧାନ ଏମଏସପି ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ଷମତାକୁ ଆସିବା ପରେ ବିଜେପି ସରକାର ମଧ୍ୟ ୨୩ ସହ ଏମଏସପି ସହ ୮ ଶହ ଟଙ୍କା ଇନପୁଟ ସବସିଡି ଘୋଷଣା କରିଥିଲେ। ଏବେ ଧାନ ବିକ୍ରି ପରେ ୨୩ଶହ ଟଙ୍କା ଏମଏସିପ ଚାଷୀ ପାଉଥିବା ବେଳେ ଆଜିଠାରୁ ଚାଷୀ ଇନପୁଟ୍ ସବସିଡି ବାବଦକୁ ପାଇଛନ୍ତି ୮ ଶହ ଟଙ୍କା। ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା।

ଆହୁରି ପଢନ୍ତୁ

ଏୟାର ଇଣ୍ଡିଆ AI 171 କ୍ରାସର ୩୮ ଘଣ୍ଟା ପରେ…

ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: କ୍ୟାବିନେଟ…

Share

Prev Post

ଥମିନି କରୋନା, ପ୍ରତି ସପ୍ତାହରେ ନେଉଛି ଏତିକି ଜୀବନ: WHO କହିଲା- ‘ସାବଧାନ୍ ହୋଇଯାଅ’

Next Post

ଆଗ ଭୁଶୁଡିଲା ଛାତ, ଫାଟିଲା ଗ୍ୟାସ ପାଇପ ଲାଇନ ଓ ଲାଗିଗଲା ନିଆଁ…

You might also like More from author
Breaking News

ଏୟାର ଇଣ୍ଡିଆ AI 171 କ୍ରାସର ୩୮ ଘଣ୍ଟା ପରେ ହୋଇଥାନ୍ତା ଆଉ ଏକ ବଡ଼ ଦୁର୍ଘଟଣା: ୯୦୦ ଫୁଟ ତଳକୁ…

Breaking News

ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: କ୍ୟାବିନେଟ ବୈଠକରେ ନୂଆ ଖେଳ ନୀତି-୨୦୨୫କୁ ମଞ୍ଜୁରୀ

Breaking News

ସମସ୍ତଙ୍କ ସାମ୍ନାରେ ଏହି ଖେଳାଳିଙ୍କୁ ବହୁତ ସମୟ ପର୍ଯ୍ୟନ୍ତ କଥା ଶୁଣାଇଲେ ଗୌତମ ଗମ୍ଭୀର,…

Breaking News

ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଥି ବାଗ ଗିରଫ

Breaking News

icici-Axis-HDFC ବ୍ୟାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଗରିବ ଲୋକଙ୍କ ପାଇଁ ବିଭିନ୍ନ…

Breaking News

ଇଂଲଣ୍ଡରେ ବଡ଼ ଧମାକା କଲେ ଭାରତୀୟ ବ୍ୟାଟର, ମାରିଦେଲେ ସାନଦାର ଶତକ

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଏୟାର ଇଣ୍ଡିଆ AI 171 କ୍ରାସର ୩୮ ଘଣ୍ଟା ପରେ…

ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: କ୍ୟାବିନେଟ…

ସମସ୍ତଙ୍କ ସାମ୍ନାରେ ଏହି ଖେଳାଳିଙ୍କୁ ବହୁତ…

ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ…

ପାଣି ପାଇଲେନି ପାକିସ୍ତାନି, ଭାରତୀୟ ସୀମାରେ…

icici-Axis-HDFC ବ୍ୟାଙ୍କ ସହିତ …

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଏୟାର ଇଣ୍ଡିଆ AI 171 କ୍ରାସର ୩୮ ଘଣ୍ଟା ପରେ…

ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: କ୍ୟାବିନେଟ…

ସମସ୍ତଙ୍କ ସାମ୍ନାରେ ଏହି ଖେଳାଳିଙ୍କୁ ବହୁତ…

ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ…

Prev Next 1 of 27,305
© 2025 - TK Digital All Rights Reserved.