ପଡୋଶୀକୁ ହତ୍ୟା କଲା ପଡ଼ୋଶୀ

ସୁନାବେଡ଼ା ଥାନା କାକିଗାଁରେ ଅଭାବନୀୟ ଘଟଣା । 2 ପଡ଼ୋଶୀଙ୍କ ମଧ୍ୟରେ ବଚଶା ପରେ ପିଟାପିଟି ହୋଇ ହତ୍ୟା ।

କୋରାପୁଟ: ସୁନାବେଡ଼ା ଥାନା କାକିଗାଁରେ ଅଭାବନୀୟ ଘଟଣା । 2 ପଡ଼ୋଶୀଙ୍କ ମଧ୍ୟରେ ବଚଶା ପରେ ପିଟାପିଟି ହୋଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ କେଉଁ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ତାହା ଜଣାପଡ଼ି ନାହିଁ । ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।