fbpx

ମୁଖ୍ୟମନ୍ତ୍ରୀଙ୍କ ୫ କୋଟିର ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ଏକାମ୍ରବାସୀଙ୍କ ପାଇଁ ନୂଆବର୍ଷର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ଟି ପ୍ରତିଷ୍ଠାନ ପାଇଁ ୫ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ । ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପର ନୂଆ କୋଠା ପାଇଁ ସହାୟତା ଦିଆଯାଇଛି । ସେହିପରି ଲିଙ୍ଗରାଜ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ସହାୟତା ରାଶି ଘୋଷଣା ହୋଇଛି । ନୂଆ କୋଠାରେ ୱାଚ୍ ଟାୱାରର ବ୍ୟବସ୍ଥା ରହିବ । ଖୁବ ଶୀଘ୍ର କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.