fbpx

ଚାଲିବ ପୁରୀ-ହାୱଡା ସ୍ୱତନ୍ତ୍ର ଟ୍ରେନ୍

ପୁରୀ,୩୦ ।୧୨(ଓଡିଶା ଭାସ୍କର): ଆଜି ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ୍ ପୁରୀରୁ ବାତିଲ କରାଯାଇଛି । ଟିକେଟ୍ କରିଥିବା ଯାତ୍ରୀଙ୍କ ସୁବିଧା ପାଇଁ ଆଜି ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ୨୦ଟି ବଗି ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ଆଜି ଦିନ ୧୨ଟା ୩୦ରେ ପୁରୀରୁ ଛାଡିବ । ରାତି ପ୍ରାୟ ୯ଟା ୪୫ରେ ଏହି ଟ୍ରେନ୍ ହାୱଡାରେ ପହଞ୍ଚିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.