fbpx

ଓଡିଶାକୁ କୃଷି ପୁରସ୍କାର

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଓଡିଶାକୁ ପ୍ରଶଂସା କରାଯାଉଛି । ଏଥିରୁ ବାଦ୍ ପଡିନି କେନ୍ଦ୍ର । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କେନ୍ଦ୍ର ମଧ୍ୟ ଓଡିଶାକୁ ପ୍ରଶଂସା କରିଛି । ଏନେଇ ଜାନୁଆରୀ ୨ରେ ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ପୁରସ୍କୃତ କରିବେ । ପ୍ରାୟ ପ୍ରଧାନମନ୍ତ୍ରୀଙ୍କ ଠାରୁ କୃଷିମନ୍ତ୍ରୀ ଅରୁଣ କୋଟିଏ ଟଙ୍କାର ପୁରସ୍କାର ପାଇବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.