fbpx

ହେଡ଼ଫୋନ ବ୍ୟବହାର କରୁଛନ୍ତି ତ ନିଶ୍ଚିନ୍ତ ପଢନ୍ତୁ ଏହି ଖବର, ନଚେତ ହୋଇପାରେ ଆପଣଙ୍କ କାନ ଖରାପ

ଆଧୁନିକ ଯୁଗରେ ବିଜ୍ଞାନର ଅନେକ ଅଗ୍ରଗତି ହେବାରେ ଲାଗିଛି I ଆଜିକା ସମୟରେ ଲୋକଙ୍କ ଜୀବନୀ ଚଳଣି ପାଇଁ ବିଜ୍ଞାନ ଅନେକ ସୁବିଧା ବି କରିଛି ଯେପରି କି ହେଡ଼ଫୋନ I ଅନେକ ଲୋକେ ଏହି ହେଡ଼ଫୋନ ର ବ୍ୟବହାର କରିଥାନ୍ତି Iଏହି ହେଡ଼ଫୋନରେ ଆପଣ ଶୁଣିବାରେ ସୁବିଧା ପାଇପାରନ୍ତି କିନ୍ତୁ ଏହାର ଆପଣଙ୍କ ଉପରେ ଅନେକ ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ Iମନୁଷ୍ୟର ଶୁଣିବାର କ୍ଷମତା ଏକ ନିର୍ଧାରିତ ରହିଛି ଯାହା କି ୯୦ ଡେସିବଲ I ଯଦି ଆପଣ ଏହି ୯୦ ଡେସିବଲ ରୁ ଅଧିକ ଜୋରରେ ଗୀତ ଶୁଣନ୍ତି ତ ଆପଣଙ୍କର ଶୁଣିବାର କ୍ଷମତାରେ ପ୍ରଭାବ ପଡିଥାଏ ଯାହା ଆପଣଙ୍କର ଶ୍ରବଣ ଶକ୍ତି ବି ନଷ୍ଟ ହେଇପାରେ Iଯେପରି କାହାରି ଟୁଥବ୍ରସ କୁ ସେୟାର କରିବା ଉଚିତ ନୁହେଁ। ସେହିପରି କାହାରି ହେଡ଼ଫୋନ କୁ ବି ବ୍ୟବହାର କରିବା ଉଚିତ ନୁହେଁ I ଏହା ଦ୍ୱାରା ଆପଣଙ୍କର କାନରେ ସଂକ୍ରମଣ ବି ହେଇପାରେ I ଏବଂ ଅଧିକ ହେଡ଼ଫୋନ ବ୍ୟବହାର ଦ୍ୱାରା ଏହା ର ଖରାପ ପ୍ରଭାବ ଆପଣଙ୍କର କାନ ଉପରେ ପଡିଥାଏ I

Get real time updates directly on you device, subscribe now.