fbpx

ବ୍ରାଉନସୁଗାର ଜବତ: ୬ ଗିରଫ

କଟକ, ୨୪ା୧୨ (ଓଡିଶା ଭାସ୍କର): କଟକରୁ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରାଯାଇଛି । ଏନେଇ ପୋଲିସ ୬ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, କଟକରୁ ୨୩୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଏହି ଘଟଣାରେ ମର୍କତନଗର ପୋଲିସ ୬ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ନିଶା ବଟିକା ଜବତ କରିଛି । କିଛିଦିନ ପୂର୍ବରୁ ମଧ୍ୟ ରାଜଧାନୀରୁ ବ୍ରାଉନସୁଗାର ଜବତ କରାଯାଇଥିଲା ।

Get real time updates directly on you device, subscribe now.