fbpx

ଭିଜିଲାନ୍ସ ଜାଲରେ ଫସିଲେ ବିଇଓ ଓ କିରାଣି

ସୁନ୍ଦରଗଡ, ୪ ।୩(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ସୁନ୍ଦରଗଡ ହେମଗିରିର ବିଇଓ ଓ କିରାଣି । ଲାଞ୍ଚ ନେବା ଅଭିଯୋଗରେ ବିଇଓ ସୁରେନ୍ଦ୍ର ସାହୁ ଓ କିରାଣି ବିରଞ୍ଚି ଖିଲେଇଙ୍କୁ ଧରିଛି ଭିଜିଲାନ୍ସ । ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଧରିଛି ।

ତେବେ ୟୁସି ଦେବାକୁ ସାହସପୁର ସ୍କୁଲ ପ୍ରଧାନଶିକ୍ଷକଙ୍କଠାରୁ ୩୫ ହଜାଟ ଟଙ୍କା ଲାଞ୍ଚ ନେଉଥିଲେ ବିଇଓ ସୁରେନ୍ଦ୍ର ସାହୁ ଓ କିରାଣି ବିରଞ୍ଚି ଖିଲେଇ । ଖବର ପାଇ ଉଭୟ ବିଇଓ ଓ କିରାଣିଙ୍କୁ ଟଙ୍କା ନେଉଥିବା ବେଳେ ଧରିପକାଇଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.