fbpx

ମିଶନ ଶକ୍ତି ଅଧୀନରେ ରହିବ ଜିଲ୍ଲାର ଅବ୍ୟବହୃତ ସରକାରୀ ଜମି

ଭୁବନେଶ୍ୱର ୮| (ଓଡିଶା ଭାସ୍କର) :  ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି । ମିଶନ ଶକ୍ତି ଅଧୀନରେ ରହିବ ଜିଲ୍ଲାର ଅବ୍ୟବହୃତ ସରକାରୀ ଜମି ଓ କୋଠା । ୨ ମାସ ମଧ୍ୟରେ ମିଶନ ଶକ୍ତିକୁ ଜମି ହସ୍ତାନ୍ତର ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚାୟତ ଏବଂ ବ୍ଲକ ଅଧୀନରେ ଥିବା ଅବ୍ୟବହୃତ,କୋଠା, ଦୋକାନ,ଗାଡ଼ିଆ ଓ ପୋଖରୀକୁ ମିଶନ ଶକ୍ତିକୁ ହସ୍ତାନ୍ତର ଲାଗି ନିର୍ଦ୍ଦେଶ ଦେଇଛନ୍ତି । SHG ଏହାକୁ ଆର୍ଥକ ବିକାଶ ରେ ଲାଗେଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.