fbpx

ସୁନ୍ଦରଗଡ ଜିଲ୍ଲାରେ ୫T ସଚିବଙ୍କ ସ୍କୁଲ ସମୀକ୍ଷା

ସୁନ୍ଦରଗଡ,୧୦ ।୪(ଓଡିଶା ଭାସ୍କର): ସୁନ୍ଦରଗଡ ଜିଲ୍ଲାର ୪୦ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ରୂପାନ୍ତରଣ କାର୍ଯ୍ୟକ୍ରମର ଆଜି ସମୀକ୍ଷା କରିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ୍ । ସମୀକ୍ଷା ବୈଠକରେ ସୁନ୍ଦରଗଡ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ସମରକ୍ଷା ବୈଠକରେ ଜିଲ୍ଲାର ୧୭ ବିଡିଓଙ୍କ ସହ ୫T ସଚିବ ଭି.କେ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ସୁନ୍ଦରଗଡରେ ଚାଲିଥିବା ସ୍କୁଲ ସମୀକ୍ଷା ବୈଠକରେ ଶିକ୍ଷକ, ଅଭିଭାବକ ଓ ସ୍କୁଲ ପରିଚାଳନା ସମିତିର ସଦସ୍ୟମାନେ ବି ସାମିଲ ରହିଛନ୍ତି ।

Get real time updates directly on you device, subscribe now.