fbpx

ଭାରତ ପାଇଁ ଖୁସିଖବର: ବକ୍ସିଂ କ୍ୱାର୍ଟରରେ ପହଞ୍ଚିଲେ ସତୀଶ କୁମାର

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ ହୋଇଥିବା ଭାରତ ପାଇଁ ଆସିଛି ଅନେକ ଖୁସିଖବର । ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ, ପୁରୁଷ ହକିର ଭାରତର ବିଜୟ ଓ ଆର୍ଚେରୀରେ ଅତନୁଙ୍କ ବିଜୟ ପରେ ବକ୍ସିଂ ସୁପର ହେଭି କ୍ୱାର୍ଟରରେ ପହଞ୍ଚିଛନ୍ତି ସତୀଶ କୁମାର । ଜାମାଇକା ରିକୋର୍ଡୋ ବ୍ରାଉନଙ୍କୁ ୪-୧ରେ ହରାଇଛନ୍ତି ସତୀଶ । ଏହି ସଫଳତା ସହିତ ସେ କ୍ୱାର୍ଟର ପାଇଁ ବାଟ ସଫା କରିଛନ୍ତି ସତୀଶ । ୯୧ କିଲୋ ବର୍ଗରେ ସତୀଶ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

Get real time updates directly on you device, subscribe now.