fbpx

ବକ୍ସିଂ କ୍ୱାର୍ଟର ଫାଇନାଲରେ ଲଭଲିନା ବିଜୟୀ, ଭାରତକୁ ଦ୍ୱିତୀୟ ପଦକ ସୁନିଶ୍ଚିତ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ଅଷ୍ଟମ ଦିନ । ଆର୍ଚେରୀରେ ଦୀପିକା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ବକ୍ସିଂ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇଛନ୍ତି ଲଭଲିନା ବୋର୍ଗୋହେଁ । ଚାଇନାର ତାଇପେଇର ନନ-ତିନ-ଚେନଙ୍କୁ ୪-୧ରେ ହରାଇ ସେମି ଫାଇନାଲରେ ପହଞ୍ଚିଛନ୍ତି ଲଭଲିନା । ୬୯ ବର୍ଗରେ ବିଜୟୀ ହୋଇଛନ୍ତି ଲଭଲିନା ବୋର୍ଗାହେଁ । ବିଜୟ ପରେ ଅଲିମ୍ପିକରେ ଭାରତ ପେଇଁ ଆଉ ଏକ ପଦକ ମିଳିବା ସୁନିଶ୍ଚିତ ହୋଇଛି ।

Get real time updates directly on you device, subscribe now.