fbpx

ପ୍ରକାଶ ପାଇଲା ଓଜେଇଇ ପରିଚାଳିତ B.CAT ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଜେଇଇ ପରିଚାଳିତ B.CAT ରେଜଲ୍ଟ ଆଜି ପ୍ରକାଶ ପାଇଛି । ରାଙ୍କ ଅନୁସାରେ ପରୀକ୍ଷାର୍ଥୀ କଟକ ସ୍ଥିତ ବିପିଏଫଟିଆଇଓରେ ନାମ ଲେଖାଇବେ । ପରୀକ୍ଷା ଦେଇଥିବା ୯୭ ଜଣଙ୍କୁ ମାର୍କ ଅନୁସାରେ ରାଙ୍କ ମିଳିଛି । B.CAT ରାଙ୍କ ଅନୁସାରେ ଓଜେଇଇ କାଉନସିଲଂରେ ଭାଗ ମଧ୍ୟ ନେଇପାରିବେ ପରୀକ୍ଷାର୍ଥୀ ।

Get real time updates directly on you device, subscribe now.