fbpx

ବ୍ରହ୍ମପୁରରେ ଅନଲାଇନ୍ ବେଟିଂ, ୮ ଗିରଫ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ପୋଲିସ କବଜାରେ ଅନଲାଇନ୍ ବେଟିଂ ରାକେଟ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ଚୌଧୁରୀ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କଠାରୁ ୮.୬୩ ଲକ୍ଷ ଟଙ୍କା, ୧୧ ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ୨ଟି ୱେବସାଇଟ ଜରିଆରେ ଦୁର୍ବୃତ୍ତମାନେ ବେଟିଂ ରାକେଟ ଚଳାଇଥିଲେ । ଏହି ରାକେଟ ସମ୍ପର୍କରେ ବ୍ରହ୍ମପୁର ଏସପି ପିନାକି ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.