fbpx

ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା, ଜାଣନ୍ତୁ ସମ୍ପୂର୍ଣ୍ଣ ସମୟ ସାରଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଦଳୀୟ ବୈଠକକୁ ନେଇ ବାଚସ୍ପତି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବର ୧ରୁ ୩୧ ଯାଏଁ ଅଧିବେଶନ ଚାଲିବ । ଏଥିମଧ୍ୟରେ ୨୬ଟି କାର୍ଯ୍ୟ ଦିବସ ଚାଲିବ । ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧ଟା ଯାଏଁ ଚାଲିବ ବୋଲି ସେ କହିଛନ୍ତି । ପୁଣି ଅପରାହ୍ନ ୪ଟାରୁ ୬ଟା ଯାଏଁ ବସିବ । ପ୍ରଥମ ଦିନ ବିଧାନସଭା ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ । ୫ଟାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ ।

 

Get real time updates directly on you device, subscribe now.