fbpx

ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଓମିକ୍ରନ୍ ଆଶଙ୍କାକୁ ନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଜା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ନଭେମ୍ବର ୨୪ ତାରିଖରେ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ନମୁନା ଜିନୋମ୍ ସିକ୍ୱେନ୍ସିଂ ପାଇଁ ଆଇଏଲଏସ୍ କୁ ଆସିଛି । ଏହାର ରିପୋର୍ଟ ଗୁରୁବାର କିମ୍ବା ଶୁକ୍ରବାର ଆସିବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ । ଖାଲି ସେତିକି ନୁହେଁ ପୂର୍ବରୁ ଆସିଥିବା ୧୪୧ ନମୁନାର ଜିନୋମ୍ ସିକ୍ୱେନ୍ସିଂ ହୋଇଥିଲା । ଆଉ ସେଥିମଧ୍ୟରୁ କୌଣସି ବି ନମୁନା ଓମିକ୍ରନ୍ ଚିହ୍ନଟ ହୋଇନାହିଁ ।

Get real time updates directly on you device, subscribe now.