ଘରେ ପାରା ରହିଥିଲେ ସାବଧାନ! ହୋଇପାରନ୍ତି ଏହି ଗମ୍ଭୀର ରୋଗର ଶୀକାର

ନୂଆଦିଲ୍ଲୀ: ସହର ଏବଂ ଗ୍ରାମ ଗୁଡିକରେ ପାରା ଦେଖିବା ସାଧାରଣ କଥା । ଘରେ ପାରା ବସିଲେ ମଳତ୍ୟାଗ କରିବା ମଧ୍ୟ ସାଧାରଣ ବିଷୟ । କିନ୍ତୁ ଆପଣ ଜାଣନ୍ତି କି ସେମାନଙ୍କର ଫୁସଫୁସ ପାଇଁ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ…

(Video) ଛୁଆର ଜୀବନ ବଞ୍ଚାଇବା ନିଜ ଜୀବନକୁ ବାଜିରେ ଲଗାଇଲା ମାଆ, ଦୌଡି ଯାଇ କାରକୁ ଘେରି ରହିଲା ଗାଈ

ନୂଆଦିଲ୍ଲୀ: ମାଆର ପ୍ରେମଠାରୁ ବଡ଼ କିଛି ନାହିଁ । କେବଳ ମଣିଷ ନୁହେଁ, ପଶୁମାନେ ମଧ୍ୟ ନିଜ ଛୁଆକୁ ପ୍ରେମ କରୁଥିବା ନଜିର ଆସିଛି । ଜଣେ ମା ନିଜ ସନ୍ତାନର ଜୀବନ ବଞ୍ଚାଇବା ପାଇଁ ଯେକୌଣସି ସ୍ତରକୁ ମଧ୍ୟ ଯାଇପାରେ ।…

ମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍, କ୍ରୁଟ୍ ସହ NTPC ଓ ଗ୍ରୀଡ୍‌କୋର ଏମ୍ଓୟୁ ସ୍ବାକ୍ଷରିତ

ଭୁବନେଶ୍ବର: ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର  । ଏନେଇ କ୍ରୁଟ୍ ସହ NTPC ଓ ଗ୍ରୀଡ୍‌କୋର ଏମ୍ଓୟୁ…

Breaking: ରାତି ପାହିଲେ ପୁୁୁଣି ଥାନାକୁ ଯିବେ Allu Arjun, ଆସିଲା ମାମୁଁଙ୍କ ଡକରା

ନୂଆଦିଲ୍ଲୀ: ପିଛା ଛାଡୁନି ଅଲ୍ଲୁ ଅର୍ଜୁନଙ୍କ ସମସ୍ୟା । ବଢ଼ିଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ । କାଲି ହାଜର ପାଇଁ ଅଲ୍ଲୁଙ୍କୁ ପୋଲିସର ସମନ ଜାରି କରିଥିବା ଖବର ସାମ୍ନାକୁ ଆସିଛି । ଆସନ୍ତାକାଲି ଦିନ ୧୧ଟାରେ…

ଚାକିରି କରିବ ତ ଏମିତି କମ୍ପାନୀରେ…ଖ୍ରୀଷ୍ଚମାସରେ କର୍ମଚାରୀଙ୍କୁ କାର୍-ବୁଲେଟ ଭଳି ଧମାକା ଗିଫ୍ଚ ଦେଲେ ମାଲିକ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଖ୍ରୀଷ୍ଟମାସ । ଏଥି ପାଇଁ ସମସ୍ତ କମ୍ପାନୀମାନେ ନିଜ କମ୍ପାନୀମାନଙ୍କୁ ସରପ୍ରାଇଜ ଗିଫ୍ଟ ପ୍ରଦାନ କରିଥାନ୍ତି । ହେଲେ କର୍ମଚାରୀଙ୍କୁ କମ୍ପାନୀ କୋଟିକୋଟି ଟଙ୍କାର ଉପହାର ଦେବା କେବେ…

ଠିକ ସମୟରେ ହେବ ପ୍ରାକୃତିକ ବିପର୍ଯ୍ୟୟ ଆକଳନ, ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ବର: ଆଗୁଆ ମିଳିବ ପାଣିପାଗ ସୂଚନା । ବନ୍ୟା, ବାତ୍ୟା ନେଇ ପ୍ରାକ୍ ସୂଚନା ସହଜରେ ମିଳିପାରିବ ।  ରାଜ୍ୟରେ ବସିବ ୩ଟି ନୂଆ ଡପଲର ରାଡାର । ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ଵରରେ ନୂଆ ଡଫଲର ରାଡାର ବସିବ ।…

ମୁମ୍ବାଇରେ 2ଟି ଫ୍ଲାଟ… ଇଏ ହେଉଛନ୍ତି ଭାରତର ଧନୀ ଭିକାରୀ, ଯାହାଙ୍କର ସମ୍ପତ୍ତି ଶୁଣିଲେ ଆପଣ ବି ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ଆମେ ପ୍ରାୟତଃ ମନ୍ଦିର, ଟ୍ରେନ, ବସରେ ଭିକାରୀଙ୍କୁ ଭିକ ମାଗିବା ଦେଖିଥାଉ । ରାସ୍ତାରେ ଥାଳିଆ ଧରି ଭିକ ମାଗିଲେ ଲୋକ ମଧ୍ୟ କିଛି ଖୁଚୁରା ଦେଇଥାନ୍ତି । କିନ୍ତୁ କେବେ ଶୁଣିଛନ୍ତି କି ଭିକ ମାଗିମାଗି କେହି…

ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା, କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ଆଉ ୨ ବ୍ରିଜ୍‌

ଭୁବନେଶ୍ବର: ଆଉ ଟ୍ବିଟସିଟିରେ ଅସୁବିଧା ହେବନି ଯାତାୟତ । କଟକ-ଭୁବନେଶ୍ବରରେ ସୁବିଧା ହେବ ଗମନାଗମନ ବ୍ୟବସ୍ଥା । କାଠଯୋଡିରେ ହେବ ଆଉ 2ଟି ବ୍ରିଜ । ଏସସିବି ଦ୍ବିତୀୟ କ୍ୟାମ୍ପସ 2025 ସୁଦ୍ଧା ନସିଲେ…

ଅସ୍ଥାୟୀ କ୍ଲିନିକ ଖୋଲିଥିଲେ ନକଲି ଡାକ୍ତର, ଚିକିତ୍ସା କରୁକରୁ ନେଇଗଲେ ରୋଗୀର ଜୀବନ

ଭୁବନେଶ୍ବର:ଡାକ୍ତରଙ୍କୁ ଜୀବନଦାତା ବୋଲି କୁହାଯାଇଥାଏ । କୁହନ୍ତି ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ହେଲେ ଡାକ୍ତର ଯେତେବେଳେ ଜୀବନ ନିଏ ସେତେବେଳେ କାହାକୁ ବା କଣ କହିବ । ଜଣେ ନକଲି  ଡାକ୍ତର ଏକ ବ୍ୟକ୍ତିର ଜୀବନ…

Breaking: ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ, 7 ଜଣ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବରରେ ଭୟଙ୍କର ସଡକ ଦୁର୍ଘଟଣା । ରାଜଧାନୀରୁ ସାମ୍ନାକୁ ଆସିଲା ହିଟ୍ ଆଣ୍ଡ ରନ୍ ମାମଲା । ଭୁବନେଶ୍ବର କେଶୁରା ଜଗନ୍ନାଥ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । କାର୍ ଧକ୍କାରେ 7ଜଣ…