ରୋହିତ ଶର୍ମା ପ୍ରତିଦିନ ୧୦ କିଲୋମିଟର ଦୌଡ଼ନ୍ତୁ…’ ODI ଅବସର ଚର୍ଚ୍ଚା ଭିତରେ ହିଟମ୍ୟାନଙ୍କୁ କଡ଼ା ସନ୍ଦେଶ
ନୂଆଦିଲ୍ଲୀ: ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ରୋହିତ ଶର୍ମା ଏବେ କେବଳ ଦିନିକିଆ କ୍ରିକେଟରେ ଖେଳିବାର ଦେଖାଯିବେ । ଏହି ସମୟ ମଧ୍ୟରେ ତାଙ୍କ ଦିନିକିଆ ଖେଳିବା ନେଇ ଅନେକ ପ୍ରଶ୍ନ ଉଠାଯାଉଛି । ୩୮ ବର୍ଷୀୟ…