fbpx

ଚମକିଲା ଏହି ଦମ୍ପତ୍ତିଙ୍କ ଭାଗ୍ୟ ! ବିବାହ ଉପହାରରେ ମିଳିଲା ଅଧ ଗୁଣ୍ଠ ଜମି…

ନୂଆଦିଲ୍ଲୀ : କୁହାଯାଏ ଗୋ ଅର୍ଥାତ୍ ଗାଈ , ଭୂମି ଓ କନ୍ୟା ଭାଗ୍ୟରେ ଥିଲେ ମିଳେ । ଗାଈ ଓ କନ୍ୟା ମିଳିବା ହୁଏତ ସହଜ ହୋଇପାରେ କିନ୍ତୁ ଭୂମି ମିଳିବା ଆଜିକାଲି ସମୟରେ କାଠିକର ପାଠ । ପାଖରେ ସେତିକି ଧନ ନ ଥିଲେ ଗୋଚର…

ଅସୁସ୍ଥ ପୁଅର ଇଚ୍ଛା ପୂରଣ କଲା ମା’…ତିଆରି କଲା ଫ୍ରୁଟ୍ସ ବର୍ଗର, ଲୋକେ ଦେଖି ହେଲେ ଭାବବିହ୍ୱଳ

ନୂଆଦିଲ୍ଲୀ : ଜଣେ ମା’ ତା ପିଲା ପାଇଁ ସବୁ କିଛି କରିପାରେ । ଦୁନିଆ ସହ ଲଢିପାରେ ଏବଂ ଦୁନିଆକୁ ଜିତିପାରେ । ସାମାନ୍ୟ ଖାଦ୍ୟ ତିଆରି କ’ଣ ତା’ ପାଇଁ ବଡ କଥା? ଅସୁସ୍ଥ ପୁଅର ଇଚ୍ଛା ପୂରଣ କରିବା ପାଇଁ ଜଣେ ମା’ ଏଭଳି…

Met Gala 2023: ହଲିଉଡ୍ ଡେବ୍ୟୁ ପୂର୍ବରୁ ଜୋରଦାର ଏଣ୍ଟ୍ରି … ଲକ୍ଷେ ମୋତିର ଗାଉନ ପିନ୍ଧି ରେଡ୍ କାର୍ପେଟରେ ଚାଲିଲେ ଆଲିଆ

ନୂଆଦିଲ୍ଲୀ : ବଲିଉଡର ନୂଆ ମାଆ ଆଲିଆ ଭଟ୍ଟ ହଲିଉଡ ଡେବ୍ୟୁ ପୂର୍ବରୁ ସବୁଠୁ ବଡ ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୩ ରେ ଡେବ୍ୟୁ କରିଛନ୍ତି । ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ୍ ଅଫ୍ ଆର୍ଟରେ ମେଟ ଗାଲା ଇଭେଣ୍ଟରେ…

ପୁଣି ଆପ୍ କୁ ଝଟକା ; ମଦ ଦୁର୍ନୀତି ମାମଲାରେ ରାଘବ ଚଡ୍ଡାଙ୍କ ନାଁ !

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ତଥା ଆପ୍ ପାର୍ଟିର ଅତି ଜଣାଶୁଣା ଚେହେରା ରାଘବ ଚଡ୍ଡା । ଏଥର ଚର୍ଚ୍ଚା ଅଭିନେତ୍ରୀ ପରିଣୀତିଙ୍କ ସହ ତାଙ୍କ ବିବାହ କୁ ନେଇ ନୁହେଁ, ବରଂ ମଦ ଦୁର୍ନୀତିରେ ଫସିଛନ୍ତି ।…

ହାରୁଛି କରୋନା , ଖସୁଛି ସଂକ୍ରମଣ ସଂଖ୍ୟା ; ୨୪ ଘଣ୍ଟାରେ ମାତ୍ର ୩ ହଜାର ନୂଆ ମାମଲା, ଜାଣନ୍ତୁ ସକ୍ରିୟ ସଂଖ୍ୟା କେତେ..?

ନୂଆଦିଲ୍ଲୀ : ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିଜନକ ଖବର । କରୋନାର ପାର୍ଦୁଭାବ ଏବେ କମିବାରେ ଲାଗିଛି । ଧୀରେ ଧୀରେ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇଲାଣି । ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୧୦ ହଜାରୁ ୧୧ ହଜାର…

ପାଣିପାଗ ଖବର : ଆସନ୍ତା ୬ ସୁଦ୍ଧା ଘୂର୍ଣ୍ଣିବଳୟ ସମ୍ଭାବନା !

ଭୁବନେଶ୍ୱର : ଅଶାନ୍ତ ରହିଛି ସମୁଦ୍ର । ପୂର୍ଣ୍ଣିମା ଯେତିକି ପାଖେଇ ଆସୁଛି ସମୁଦ୍ର ସେତିକି ଅଶାନ୍ତ ହୋଇ ଉଠୁଛି । ଆସନ୍ତା ଚାରି ଦିନରେ କାଳବୈଶାଖୀ ସମ୍ଭାବନା ଥିବା ବେଳେ ଆଗାମୀ ଦିନରେ ବାତ୍ୟା ଓ ଲଘୁଚାପର ଆଶଙ୍କା…

ଗଣମାଧ୍ୟମ ବିନା କୋର୍ଟ ନିଷ୍ପତ୍ତି ଅର୍ଥହୀନ ! ହାଇକୋର୍ଟ ବିଚାରପତି ଏପରି କଲେ ଗଣମାଧ୍ୟମର ପ୍ରଂଶସା

ନୂଆଦିଲ୍ଲୀ : କେରଳ ହାଇକୋର୍ଟର ଜଷ୍ଟିସ ଦେବନ ରାମଚନ୍ଦ୍ରନ ଭାରତୀୟ ଗଣମାଧ୍ୟମକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଗଣମାଧ୍ୟମ ବିନା ଆମର ନିଷ୍ପତ୍ତି ଏବଂ ଆଦେଶର କୌଣସି ଅର୍ଥ ନାହିଁ। ଏଥି ସହିତ ‘ଗଣମାଧ୍ୟମ ନିଜେ…

Video : ଧୂଳି ଝଡ଼ ଯୋଗୁଁ ପବନରେ ଉଡ଼ିଲା କାର, ୧୦୦ଟି ଗାଡି ପରସ୍ପର ମଧ୍ୟରେ ଧକ୍କା, ୬ ଜଣଙ୍କର ମୃତ୍ୟୁ

ୱାଶିଂଟନ୍: ସୋମବାର ଦିନ ଆମେରିକାରେ ଧୂଳି ଝଡ଼ ହଇଚଇ ସୃଷ୍ଟି କରିଥିଲା। ଏଥି ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଧୂଳି ଝଡ଼ ଯୋଗୁଁ ଆମେରିକାର ରାଜପଥରେ କିଛି ଦେଖା ନ ଯିବାରୁ ପ୍ରାୟ ୧୦୦ ଟି ଗାଡି…

ୟୁକ୍ରେନ ସହିତ ଯୁଦ୍ଧରେ ଋଷ୍ ସହିଛି ବହୁତ କ୍ଷତି ! ୫ ମାସରେ ହରାଇଛି ୨୦ ହଜାର ସୈନିକ , ଲକ୍ଷାଧିକ ଆହତ

ୱାଶିଂଟନ୍ : ୟୁକ୍ରେନ ସହିତ ରଷିଆର ଘମାଘୋଟ୍ ଯୁଦ୍ଧ ଚାଲିଛି । ଯେତିକି କ୍ଷତି ୟୁକ୍ରେନ୍ ସହିଛି ସେତିକି ମଧ୍ୟ ରଷିଆ ସହିଛି । ଡିସେମ୍ବର ୨୦୨୨ ରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଅର୍ଥାତ୍ ଗତ ୫ ମାସ ମଧ୍ୟରେ ରଷିଆ ୨୦,୦୦୦…

Earthrise : ଜାପାନାର ମୁନ ଲ୍ୟାଣ୍ଡର କ୍ରସ ହେବା ପୂର୍ବରୁ ଉଠାଇଛି ‘ପୃଥିବୀ’ ର ଚମତ୍କାର ଫଟୋ

ନୂଆଦିଲ୍ଳୀ : ଜାପାନର ବେସରକାରୀ କମ୍ପାନୀ ଆଇସ୍ପେସ୍ ଇଙ୍କ୍ (ispace inc.)ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପୂର୍ବରୁ ମିଶନ ଅସଫଳ ହୋଇଥିଲା । ଲ୍ୟାଣ୍ଡର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ଲ୍ୟାଣ୍ଡର…