ବୌଦ୍ଧ ସାଧୁଙ୍କୁ କାମନା ଜାଲରେ ଫଶାଇଲା ଏହି ମହିଳା, ୮୦,୦୦୦ର ଭିଡିଓ, ଏପରି ହେଲା ପର୍ଦ୍ଦାଫାସ୍‌

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ‘ମିସ୍ ଗୋଲ୍ଫ’ ନାମକ ଜଣେ ମହିଳା ବୌଦ୍ଧ ସାଧୁମାନଙ୍କୁ ବ୍ଲାକମେଲ କରିଛନ୍ତି। ସେ ସାଧୁମାନଙ୍କର ଆପତ୍ତିଜନକ ଭିଡିଓ ତିଆରି କରି ସେମାନଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି।…

Airtelର କୋଟି କୋଟି ୟୁଜର୍ସଙ୍କ ପାଇଁ ଖୁସି ଖବର, ବର୍ଷକ ଯାକ ମାଗଣାରେ ମିଳିବ ପ୍ରିମିୟମ AI ସର୍ଭିସ

ନୂଆଦିଲ୍ଲୀ: ଏୟାରଟେଲ ଏଆଇ ଟୁଲର ଷ୍ଟାର୍ଟ ଅପ କମ୍ପାନୀ Perplexity ସହ ଡିଲ୍ କରିଛି। ଏହାର ଫାଇଦା ଭାରତୀ ଏୟାରଟେଲର ୩୬ କୋଟି ୟୁଜର୍ସଙ୍କୁ ମିଳିବ। କମ୍ପାନୀ ନିଜ ୟୁଜର୍ସଙ୍କୁ ବର୍ଷ ସାରା ପାଇଁ Perplexity…

ଘରେ ବସି ମାସିକ ୯,୦୦୦ ଟଙ୍କା ରୋଜଗାର କରନ୍ତୁ, ପୋଷ୍ଟ ଅଫିସର ଏହି ଶାନଦାର ଯୋଜନା ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ଚାହୁଁଛନ୍ତି ଘରେ ବସି ଆପଣଙ୍କ ପାଖକୁ କିଛି ଟଙ୍କା ଆସୁ, ତେବେ ଭାରତ ସରକାରଙ୍କ ଏକ ଯୋଜନା ଆପଣଙ୍କୁ ସାହାଯ୍ୟ କରିବ। ଏହି ଯୋଜନା ହେଉଛି ପୋଷ୍ଟ ଅଫିସ ମାସିକ ଆୟ ଯୋଜନା (POMIS), ଯାହା…

ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍ ପଢିଲେ ସବୁ ମନୋସ୍କାମନା ପୂର୍ଣ୍ଣ ହେବ, ରହିବନି ଅଭାବ

ଓଡ଼ିଶା ଭାସ୍କର: ଆଜି ଗୁରୁବାର। ସାଧାରଣତଃ ହିନ୍ଦୁଧର୍ମରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ…

୬ ଏବଂ ୯ବର୍ଷର ଦୁଇ ଭାଇଙ୍କୁ ତଣ୍ଟି କାଟି ହତ୍ୟା, ଶବକୁ ଜଙ୍ଗଲରେ ଫିଙ୍ଗି, ଉପରେ ଥୋଇଦେଲେ ପଥର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସିୱନୀ ଜିଲ୍ଲାରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୬ ଏବଂ ୯ ବର୍ଷର ଦୁଇ ନାବାଳକ ଭାଇଙ୍କର ତଣ୍ଟି କାଟି ହତ୍ୟା କରାଯାଇଛି। ଦୁହିଁଙ୍କ ଶବକୁ ଏକ ଜଙ୍ଗଲରେ ଉଦ୍ଧାର…

(Video) ଲର୍ଡସରେ ହାରିବା ପରେ ଶୁଭମନ ଗିଲ୍ କାନ୍ଦୁଥିଲେ କି? ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି କରିବା ପରେ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ବହୁତ ଖୁସି ଦେଖାଯାଉଥିଲେ। ସମାନ ଉତ୍ସାହ ସହିତ ସେ ପୁଣିଥରେ ଇଂଲଣ୍ଡକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ଲର୍ଡସ…

ICC Rankingsରେ ବିରାଟ କୋହଲିଙ୍କ ଦବଦବା, ସାଜିଲେ ବିଶ୍ୱ କ୍ରିକେଟରେ ଏହା ହାସଲ କରିଥିବା ପ୍ରଥମ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଏପରି ଏକ ସ୍ଥାନ ହାସଲ କରିଛନ୍ତି, ଯାହା ଏପର୍ଯ୍ୟନ୍ତ କୌଣସି ଖେଳାଳି ହାସଲ କରିପାରି ନାହାଁନ୍ତି। କୋହଲି ୨୦୨୪ ମସିହାରେ…

ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆର ବଢିଲା ଚିନ୍ତା, କ’ଣ ଶୁଭମନ କରିପାରିବେ ଏଜବାଷ୍ଟନ ଭଳି କାରନାମା

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟିକିଆ ମ୍ୟାଚର ଟେଷ୍ଟ ସିରିଜ ଖେଳାଯାଉଛି। ସିରିଜର ୩ୟ ମ୍ୟାଚ ଖେଳାଯାଇସରିଛି। ଏଥିରେ ଇଂଲଣ୍ଡ ୨ଟି ଏବଂ ଭାରତ ୧ଟି ମ୍ୟାଚ୍ ଜିତିଛି। ବର୍ତ୍ତମାନ ୪ର୍ଥ ମ୍ୟାଚ୍ ମାଞ୍ଚେଷ୍ଟରରେ…

“ବୁମରାହଙ୍କୁ ଆହତ କର.. ମ୍ୟାଚ୍ ଜିତ”, ସାମ୍ନାକୁ ଆସିଲା ବେନ୍ ଷ୍ଟୋକ୍ସ ଏବଂ ଆର୍ଚରଙ୍କ ଖତରନାକ୍ ପ୍ଲାନ

ନୂଆଦିଲ୍ଲୀ: ଲର୍ଡସ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତକୁ ପରାଜୟର ଶିକାର ହେବାକୁ ପଡ଼ିଛି। ଏହି ମୁକାବିଲାରେ ଇଂଲଣ୍ଡର ଏକ ଭୟଙ୍କର ପ୍ଲାନ ସାମ୍ନାକୁ ଆସିଛି, ଯାହା ସେମାନେ ଜଶପ୍ରିତ ବୁମରାହଙ୍କ ବିରୋଧରେ…

‘ନ୍ୟାୟ ଦିଅ, ବନ୍ଦ ପ୍ରତ୍ୟାହାର କରିବୁ’, ଓଡ଼ିଶା ବନ୍ଦକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଓଡ଼ିଶା ବନ୍ଦକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ବନ୍ଦ ପାଳନ ହେଉଛି। ବନ୍ଦର ପ୍ରଭାବ ସବୁଠି ଦେଖିବାକୁ ମିଳୁଛି। ଦୋକାନ ବଜାର, ଗାଡ଼ି ଚଳାଚଳ…