ନାଳରେ ଓଲଟିଲା ଟ୍ରାକ୍ଟର, ଚାଲିଗଲା ୨ ଭଉଣୀଙ୍କର ପ୍ରାଣ

ଯାଜପୁର: ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନାଳରେ ଟ୍ରାକ୍ଟର ଓଲଟି ପଡିବାରୁ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିବା କଥା ଜଣାପଡିଛି। ଏହି ଦୁର୍ଘଟଣାଟି ଘଟିଛି ଯାଜପୁର ରୋଡ୍ ଥାନା ଯୋଡ଼ାବର ନିକଟରେ। ସୂଚନା ମୁତାବକ, ଧାନ ଅମଳ…

ISROର ବଡ଼ ସଫଳତା, ମହାକାଶରେ ଗଜା ହେଲା ଝୁଡ଼ଙ୍ଗ ମଞ୍ଜି, ଖୁବଶୀଘ୍ର ବାହାରିବ ପତ୍ର

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଅର୍ଥାତ ISRO ଏକ ବଡ଼ କମାଲ କରିଛି। ଇସ୍ରୋ ମହାକାଶରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳତା ହାସଲ କରିଛି। ଏଥିରୁ ଖୁବଶୀଘ୍ର ପତ୍ର ବାହାରିବ ବୋଲି ବୈଜ୍ଞାନିକମାନଙ୍କର…

ମାତ୍ର ଗୋଟିଏ ସେକେଣ୍ଡରେ ମନର କଥାକୁ ଜାଣିନେବ ଏହି ମେସିନ, ଭାଷାକୁ ବି କରିବ ଡିକୋଡ

ନୂଆଦିଲ୍ଲୀ: ଆଜିକାଲିର ଟେକ୍ନିକ୍ ଅନେକ ଦୂରରେ ପହଞ୍ଚିଲାଣି। ତେବେ ଏହି କ୍ଷେତ୍ରରେ ଚୀନ ଦୁନିଆର ସବୁଠୁ ଆଗରେ। ଚୀନ ଷ୍ଟାର୍ଟଅପ ‘ନ୍ୟୁରୋଆକ୍ସେସ’ ଗୁରୁବାର ନିଜର ଦୁଇଟି ସଫଳ ପରୀକ୍ଷଣକୁ ଘୋଷଣା କରିଛି। କମ୍ପାନୀ…

(Video) ବଲିଉଡ଼ ଗୀତରେ ରିଲ୍ସ କଲେ ଅଜା-ଆଇ, ଭିଡିଓ ଭାଇରାଲ ପରେ ଲୋକେ କଲେ ରିଆକ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକେ ଅନେକ ପ୍ରକାରର ଭିଡ଼ିଓ କରି ପୋଷ୍ଟ କରୁଛନ୍ତି। ଭିଡ଼ିଓ ଭାଇରଲ ନେଇ ଅନେକ ଲୋକେ କିଛି ବି କରିବାକୁ ପଛାଉ ନାହାନ୍ତି। ତେବେ ଆପଣ ନିଶ୍ଚିତ ଭାବରେ ପ୍ରତିଦିନ ଅନେକ…

ମନୁ ଭାକର ଏବଂ ଡି ଗୁକେଶଙ୍କ ସମେତ ୪ ଖେଳାଳିଙ୍କୁ ମିଳିବ ଖେଳରତ୍ନ ସମ୍ମାନ

ନୂଆଦିଲ୍ଲୀ: ଧ୍ୟାନଚନ୍ଦ ଖେଳରତ୍ନ ଆୱାର୍ଡର ଘୋଷଣା କରାଯାଇଛି। ଖେଳ ମନ୍ତ୍ରାଳୟ ଏହି ସୂଚନା ଜାରି କରିଛି। ଖେଳ ମନ୍ତ୍ରାଳୟ କହିଛି ଯେ, ଅଲମ୍ପିକ ମେଡାଲ ବିଜେତା ମନୁ ଭାକର ଏବଂ ଚେସ୍ ୱାର୍ଲ୍ଡ ଚାମ୍ପିଅନ୍ ଡି…

Big Breaking: ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି

ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଧାନ କରାଯାଇଛି। ସେ ପୁରୀ ରାଜଭବନରେ ରାତ୍ରୀଯାପନ କରିବେ।…

୪୫୦ କୋଟିର ଚିଟ୍ ଫଣ୍ଡ ଘୋଟାଲାରେ ଫସିଲେ ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନ! ସିଆଇଡି ପଠାଇଲା ସମନ

ନୂଆଦିଲ୍ଲୀ: ଗୁଜରାଟ ପୋଲିସର ସିଆଇଡି କ୍ରାଇମ୍ ବ୍ରାଞ୍ଚ ୪୫୦ କୋଟି ଟଙ୍କାର ଚିଟ୍ ଫଣ୍ଡ ଘୋଟାଲରେ ଭାରତୀୟ କ୍ରିକେଟର ଶୁଭମନ ଗିଲ, ରାହୁଲ ତେବତିୟା, ମୋହିତ ଶର୍ମା ଏବଂ ବି ସାଇ ସୁଦର୍ଶନଙ୍କୁ ସମନ ଜାରି କରିଛି।…

ଭୁବନେଶ୍ୱରରେ ଜବତ ହେଲା ନକଲି ସିମେଣ୍ଟ, ନାମିଦାମୀ ଲୋଗୋରେ ଚାଲିଥିଲା ଠକେଇ

ଭୁବନେଶ୍ୱର: ଆଜିକାଲି ନକଲି ଜିନିଷର ବିକ୍ରୟ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ବର୍ତ୍ତମାନ ଭୁବନେଶ୍ୱରରେ ଏଭଳି ଏକ ଠକେଇ ମାମଲା ସାମ୍ନାକୁ ଆସିଛି। ସୂଚନା ମୁତାବକ, ବରଗଡ଼ ଥାନା ଟଙ୍କପାଣି ରୋଡରେ ଥିବା ଏହି…

ଓଡ଼ିଶାକୁ ଆସିବେ ଆଉ ୩ଟି ମହାବଳ ବାଘ, ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାକୁ ଆସିବେ ଆଉ ୩ଟି ମହାବଳ ବାଘ । ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଜାରି କରିଛନ୍ତି । ସେ କହିଛନ୍ତି ଯେ, “ଆଉ ୩ଟି ବାଘ ନେଇ ବିଚାର ବିମର୍ଶ ଚାଲିଛି । ସେମାନଙ୍କୁ…

ଗହମ-ଅଟା ମହଙ୍ଗା ମାଡ଼ରୁ ଆଶ୍ୱସ୍ତି, ଏତିକି ହୋଇଗଲା ଶସ୍ତା

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଖାଦ୍ୟ ଦର ଅଶାତୀତ ଭାବେ ବୃଦ୍ଧି ଘଟିବାରେ ଲାଗିଛି । ଅତ୍ୟାବଶ୍ୟକ ସାମଗ୍ରୀ, ପରିବା, ଖାଦ୍ୟ ପଦାର୍ଥ ଦର ବଢିବା ଜନସାଧାରଣଙ୍କ ପକେଟ ଉପରେ ପ୍ରଭାବ ପକାଉଛି । ଏହାରି ମଧ୍ୟରେ ଏକ…