ଗାଧୋଇବା ପୂର୍ବରୁ କାହିଁକି ମାଲିସ କରନ୍ତି ଶରୀର, ଜାଣନ୍ତୁ ଏହା ପଛରେ ଥିବା କାରଣ
ସାଧାରଣତଃ ଆମ ପୂର୍ବ ବଂଶଧର ମାନେ ଗାଧୋଇବା ପୂର୍ବରୁ ସମଗ୍ର ଶରୀରକୁ ତେଲରେ ମାଲିସ କରିବାକୁ ପରାମର୍ଶ ଦେଇଥାନ୍ତି । ଏହା ପଛରେ ଏକ ବିଶେଷ କାରଣ ରହିଛି? ଏହା ପଛରେ କେବଳ ପାରମ୍ପରିକ କାରଣ ନୁହେଁ ବୈଜ୍ଞାନିକ କାରଣ…