ମିଳିଗଲା ନବ ଗ୍ରହଙ୍କୁ ପ୍ରସନ୍ନ କରିବାର ଉପାୟ… ଗାଈଙ୍କୁ ପ୍ରତିଦିନ ଏହି ୯ ପ୍ରକାର ଖାଦ୍ୟ ଦେଲେ କଟିଯିବ ଗ୍ରହ ଦୋଷ
ଓଡିଶା ଭାସ୍କର : ହିନ୍ଦୁ ଧର୍ମରେ ଗାଈକୁ ମାତା ଭାବରେ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ଗାଈରେ 33 କୋଟି ଦେବା, ଦେବୀ ବାସ କରନ୍ତି। ଏପରିକି ଏକ ପରମ୍ପରା ଅଛି ଯେ ପ୍ରଥମ ରୋଟି ଗାଈକୁ ଦାନ କରାଯିବ।
ଜ୍ୟୋତିଷ…