fbpx

‘ତଉକ୍ତେ’ ତାଣ୍ଡବ: ୧୬ ମୃତ, ୧୯୦ କିମି ବେଗରେ ପବନ

ନୂଆଦିଲ୍ଲୀ, ୧୮ା୫: ଆରବ ସାଗରରେ ସୃଷ୍ଟି ହୋଇଥିବା ୨୦୨୧ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ଭୟଙ୍କର ରୂପ ନେଇଛି । ଗତକାଲି ରାତି ୮ଟା ୩୦ରେ ଏହା ଗୁଜରାଟ ଉପକୂଳ ଛୁଇଁଥିଲା । ଏହାର ପ୍ରଭାବରେ ମହାରାଷ୍ଟ୍ର, କର୍ଣ୍ଣାଟକ,…

ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ହୃଦଘାତରେ ମୃତ୍ୟୁବରଣ…

ଭାରତକୁ ମିଳିବ ଅମ୍ବାନୀଙ୍କ ସ୍ୱିସ୍ ବ୍ୟାଙ୍କ ସମ୍ପତ୍ତି ତାଲିକା

ନୂଆଦିଲ୍ଲୀ, ୧୭ା୫: କଳାଧନ ପ୍ରସଙ୍ଗରେ ଭାରତ ସରକାରଙ୍କୁ ପୁଣି ଏକ ସଫଳତା ମିଳିଛି । ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପ୍ରଦାନ ନେଇ ଅନୁମତି…

ବିଲ୍ ଗେଟ୍ସଙ୍କ ଆଉ ଏକ ସାଂଘାତିକ ଗୁମର: ସହକର୍ମୀଙ୍କ ସହ ସେକ୍ସୁଆଲ ରିଲେସନ୍ ଯୋଗୁଁ ଯାଇଥିଲା ନିର୍ଦ୍ଦେଶକ ପଦ

ନ୍ୟୁୟର୍କ, ୧୭ା୫: ବିବାଦ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କ ପିଛା ଛାଡ଼ୁନି । ବିଲଙ୍କୁ ନେଇ ପୁଣି ଏକ ନୂଆ ଖୁଲାସା ହୋଇଛି । ନିଜର ପତ୍ନୀ ମେଲିଣ୍ଡାଙ୍କ ସହ ୨୭ ବର୍ଷ…

ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ତଉକ୍ତେ’

ନୂଆଦିଲ୍ଲୀ, ୧୭ା୫: ଆଜି ଲ୍ୟାଣ୍ଡଫଲ୍ କରିବ ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ । ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଭିତରେ ଏହା ଉପକୂଳ ଛୁଇଁବ । ଏହି ଭୟଙ୍କର ତୋଫାନ୍ ଆଜି ଗୁଜରାଟ ଉପକୂଳ ସ୍ପର୍ଶ କରିବ । ସନ୍ଧ୍ୟା ୬ଟା…

୩ ଲକ୍ଷରୁ ଖସିଲା ଦୈନିକ ସଂକ୍ରମଣ: ଆଜି ୪୧୦୬ ମୃତ, ୨.୮୧ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୧୭ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୦୬ ଜଣଙ୍କ…

ସମର୍ଥକଙ୍କ ଚାଲାଣ କାଟିବାରୁ ପୋଲିସକୁ ଧମକାଇଲେ ବିଧାୟକ, କାନମୁଣ୍ଡା ଆଉଁସି ନିଜେ ଦେଲେ ଜରିମାନା

କାନପୁର, ୧୭ା୫: ନିଜ ସମର୍ଥକଙ୍କ ସପକ୍ଷରେ ପୋଲିସ ସହ ଯୁକ୍ତି କରିବା ସମାଜବାଦୀ ପାର୍ଟିର ଜଣେ ବିଧାୟକଙ୍କୁ ମହଙ୍ଗା ପଡ଼ିଛି । ନିଜ ସମର୍ଥକଙ୍କ ଚାଲାଣ କଟାଯିବା ପରେ ବିଧାୟକ ଇରଫାନ ସୋଲଙ୍କି ଥାନାକୁ ଯାଇ ହଙ୍ଗାମା…

କରୋନାରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି । ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର…

ରାଜ୍ୟରେ ବଢ଼ିଲା କରୋନା ମୃତ୍ୟୁ: ଆଜି ୨୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ଫିକା ପଡ଼ିଛି ଲକଡାଉନ୍ ଓ ସଟଡାଉନ୍: ଆଜି ରାଜ୍ୟରେ ୧୦, ୭୫୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଲକଡାଉନ, ସଟଡାଉନ୍,…