ବିଜେପି ବିପକ୍ଷରେ ବିରୋଧୀଙ୍କୁ ଏକଜୁଟ୍ କରିବେ ନା ‘ଏକଲା ଚଲୋ’ ନୀତିରେ ଚାଲିବେ ଦିଦି

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି । ଏଭଳି ସ୍ଥିତିରେ ସମସ୍ତ ରାଜନୈତିକ ଦଳ କ୍ଷମତା ହାସଲ ପାଇଁ ଦିନ ରାତି ଏକ କରିଦେଇଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନ…

ଭିଏତନାମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ ସୁତାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ ଭାରତବର୍ଷ ପାଳନ କରୁଥିବା ବେଳେ ଏହି ଗୌରବମୟ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ । ସୁଦୂର ଭିଏତନାମରେ ଓଡ଼ିଆ ପୁଅ ସତ୍ୟ…

ନିରଞ୍ଜନଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, କୋଭିଡରେ ସଂକ୍ରମିତ ହୋଇଥିଲେ ପିସିସି ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଦେଶ କଂଗ୍ରେସ (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କୋଭିଡରେ ସଂକ୍ରମିତ ହୋଇଥିଲେ । ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିରଞ୍ଜନ ଟ୍ୱିଟ୍ କରି ସୂଚନା ଦେଇଥିଲେ । ତେବେ…

ଖୁବଶୀଘ୍ର ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ପାଇଁ ରାଜ୍ୟରେ ସମସ୍ତ ସ୍କୁଲରେ ବନ୍ଦ ରହିଛି । ତେବେ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛନ୍ତି । ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର…

୬୭ ବର୍ଷ ଥରେ ମାତ୍ର ଗାଧୋଇ ନାହିଁ ଏଇ ମଣିଷ! ରାସ୍ତାକଡ଼ର ପଚାସଢ଼ା ଖାଦ୍ୟ ଖାଇ ବି ସମ୍ପୂର୍ଣ୍ଣ ସୁସ୍ଥ

ନୂଆଦିଲ୍ଲୀ: ଆଜି ବି ଏ ବିଶ୍ୱରେ ଏପରି କିଛି ମଣିଷ ବଞ୍ଚିଛନ୍ତି, ଯେଉଁମାନେ କି ଅବିଶ୍ୱସନୀୟ କାର୍ଯ୍ୟ କରି ସମସ୍ତକୁ ଚକିତ କରିଦେଇଥାନ୍ତି । କିଛି ଲୋକ କେବଳ ବାଲି ଖାଇ ବଞ୍ଚୁଥିବା ବେଳେ ଆଉ କିଏ ପଥର ଖାଇ ବଞ୍ଚୁଥିବା…

ବୁଡ଼ିବାକୁ ବସିଲାଣି ପାକିସ୍ତାନ, ଇମ୍ରାନଙ୍କ ମୁଣ୍ଡ କାମ କରୁନି: ଏକ ଡଲାରର ମୂଲ୍ୟ ୨୦୦ ପାକିସ୍ତାନ ରୁପି

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ । ପାକିସ୍ତାନରେ ଦେବାଳିଆ ଭଳି ପରିସ୍ଥିତି ଉପୁଜିଛି । ସ୍ଥିତି ଏପରି ହେଲାଣି ଯେ, ସେଠାରେ ସମସ୍ତ ଅତ୍ୟାବଶ୍ୟକ…

ରାଜ୍ୟରେ କାହିଁକି ବଢ଼ୁଛି ଅନଲାଇନ୍ ଠକେଇ: ଶିକ୍ଷିତ ଲୋକ ବେଶି ହେଉଛନ୍ତି ଶିକାର, ଏହା ମୁର୍ଖାମି ନା ଆଉ କିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମାଜ ଡିଜିଟାଲ ଆଡ଼କୁ ବଢ଼ିବାରେ ଲାଗିଥିବା ବେଳେ ଅନୁରୂପ ଭାବେ ଅନଲାଇନ୍ ଠକେଇ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଲାଣି । ଦୈନିକ ଯେପରି କେଉଁଠି ନା କେଉଁଠି ଗୋଟିଏ ବା…

ରାଜ୍ୟରେ ଖସୁଛି କୋଭିଡ୍ ସଂକ୍ରମଣ, ଆଜି ୭ ହଜାର ଉପରେ ପଜିଟିଭ୍ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

Jio ୟୁଜର୍ସଙ୍କୁ ଖୁବଶୀଘ୍ର ମିଳିବ ୫ଜି ସୁବିଧା, ଜାଣନ୍ତୁ କ’ଣ ରହିଛି କମ୍ପାନୀର ପ୍ଲାନିଂ

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ଦୂରସଞ୍ଚାର କମ୍ପାନୀ ଜିଓର ସମସ୍ତ ୟୁଜର୍ସଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଖୁବଶୀଘ୍ର ୟୁଜର୍ସମାନେ ୫ଜି ସୁବିଧା ପାଇପାରିବେ । ଦେଶର ଟପ ଏକ ହଜାର ସହରରେ ୫ଜି ସେବା ଆରମ୍ଭ ନେଇ…

ଆଜି ରାଜ୍ୟରେ ୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…