ଆଜି ପୁଣି ରାଜ୍ୟରେ ୩ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

(Video) ଆଉ ନାହାନ୍ତି ଭୂଦାନ ଆନ୍ଦୋଳନର ଅନ୍ୟତମ ନାୟିକା ପଦ୍ମଶ୍ରୀ ଶାନ୍ତି ଦେବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ । ଗତକାଲି ବିଳମ୍ବିତ ରାତ୍ରିରେ ଗୁଣୁପୁର ସ୍ଥିତ ବାସଭବନରେ ସେ ପରଲୋକ ଗମନ କରିଛନ୍ତି । ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ବୟସ ହୋଇଥିଲା । ଭୂଦାନ…

ଆଜି ରାଜ୍ୟକୁ ଆସିବ ଓମିସିଓର କିଟ୍, ଚିହ୍ନଟ ହେବେ ଓମିକ୍ରନ ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶାରେ ପହଞ୍ଚିବ ଓମିକ୍ରନ ଭୁତାଣୁ ଚିହ୍ନଟ କରୁଥିବା ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ କିଛି ପରିମାଣରେ କିଟ୍ ଆସିବା ପରେ ଆଉ ପୂର୍ବ ପରି ଆଉ ଜିନୋମ୍ ସିକ୍ୱେନ୍ସିଂର…

ଏହିସବୁ ଖାଦ୍ୟ ଆଜିଠାରୁ ଖାଇବା ଆରମ୍ଭ କରନ୍ତୁ, କ୍ୟାନସର କେବେ ବି ପାଖ ମାଡ଼ିବ ନାହିଁ

କ୍ୟାନସର ଏକ ଭୟଙ୍କର ରୋଗ ଅଟେ । ବର୍ତ୍ତମାନ ସମୟରେ ଏହି ସମସ୍ୟା ଦ୍ରୁତଗତିରେ ବଢ଼ିଚାଲିଛି । ଯଦି କ୍ୟାନସର ପ୍ରାରମ୍ଭିକ ସ୍ତରରେ ଥାଏ, ତେବେ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ରୋଗକୁ ଦୂର…

ଲୋକଙ୍କୁ ଘାଇଲା କରୁଛି ଏକ ବିଲ୍ଲିର ‘କିଲର କମ୍ ଇମୋସନାଲ ଲୁକ୍’, Video ଥରେ ଦେଖନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ବିଲେଇର କିଲର କମ୍ ଇମୋସନାଲ ଲୁକର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ମଜାଦାର ଭିଡିଓକୁ ଅନେକ ଲୋକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଦେଖାଯାଉଛି…

ଏଣିକି ରେଳଯାତ୍ରୀଙ୍କୁ ଥୁକିବା ପାଇଁ ଦିଆଯିବ ଏକ ସ୍ୱତନ୍ତ୍ର ପାଉଚ୍, ଏହାଦ୍ୱାରା ସରକାରଙ୍କର ବଞ୍ଚିଯିବ ୧୨ ଶହ କୋଟି

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ଷ୍ଟେସନ ଓ ଟ୍ରେନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି । କରୋନା ସମୟରେ କଠୋର କଟକଣା ଲାଗୁ ହେବା ପରେ ମଧ୍ୟ…

BCCIର ରାଜନୀତି ପାଇଁ ବଳି ପଡ଼ିଲେ ବିରାଟ: ରଞ୍ଜୀବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିମ୍ ଇଣ୍ଡିଆର ଟେଷ୍ଟ ଟିମରୁ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବା ପରେ ବିଭିନ୍ନ ମହଲରୁ ଆସୁଛି ଆରୋପ ଓ ପ୍ରତ୍ୟାରୋପ । ଦକ୍ଷିଣ ଆଫ୍ରିକା ସିରିଜରେ ପରାଜୟ ପରେ ହଠାତ୍ ବିରାଟ ଏହି…

ନୂଆବର୍ଷରେ ମହଙ୍ଗା ମାଡ଼: ଏତେ ବଢ଼ିଯିବ କପଡ଼ା ଦାମ୍, ଆଉ ପିନ୍ଧିହେବନି, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଏକ ଚିନ୍ତାଜନକ ଖବର । ଖୁବଶୀଘ୍ର ପିନ୍ଧିବା କପଡ଼ା ଦାମରେ ବୃଦ୍ଧି ଘଟିବାକୁ ଯାଉଛି । ଗତ ଜିଏସଟି କାଉନସିଲ ମିଟିଂରେ ବ୍ରାଣ୍ଡେଡ କପଡ଼ାର ଜିଏସଟି ଉପରେ କୌଣସି ନିଷ୍ପତ୍ତି…

ଏହିସବୁ ଖାଦ୍ୟ ଖାଇଲେ ଶରୀରରେ ମେଡିସିନ୍ କାମ କରେ ନାହିଁ, ଜାଣନ୍ତୁ କ’ଣ ସେସବୁ

ଆମେ ସାଧାରଣତଃ ସୁସ୍ଥ ହେବା ପାଇଁ ଔଷଧ ସେବନ କରିଥାଉ । ମାତ୍ର ଅନେକ ସମୟରେ ଆମ ଶରୀରରେ ଔଷଧ କାମ କରିନଥାଏ । ତେଣୁ ଔଷଧ ସେବନ କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ । ଏପରି କିଛି ଜିନିଷ ଅଛି ଯାହା…

ବିନା ମାସ୍କରେ ଲୋକଙ୍କଠାରୁ ଫାଇନ୍ ଆଦାୟ କରୁଥିଲା ପୋଲିସ: ଉତ୍ତ୍ୟକ୍ତ ଜନତାଙ୍କ ପାଇଁ ରାସ୍ତା ହେଲା ଜାମ୍, ଭିଡିଓ ଭାଇରାଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଚାରିଆଡ଼େ କୋଭିଡ୍ କଟକଣା ଜାରି ରହିଛି । ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରହିବା ସହ ସବୁ ସ୍ଥାନରେ କୋଭିଡ୍ ସଚେତନତା କରାଯାଉଛି । ତେବେ ଏପରି ସ୍ଥଳେ…