କଂଗ୍ରେସ ଭବନ ବୋମାମାଡ଼ ଘଟଣା: ୨ ପୂର୍ବତନ ଛାତ୍ରନେତାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୮ ତାରିଖ ବିଳମ୍ବିତ ରାତ୍ରିରେ ରାଜ୍ୟ କଂଗ୍ରେସ ଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ପୋଲିସ ଦୁଇଜଣ ପୂର୍ବତନ ଛାତ୍ରନେତାଙ୍କୁ ଗିରଫ କରିଛି । ଗିରଫ…

ପୁଣି ଫେରିବ ପାଣ୍ଡ୍ୟା ଚମକ: ଖୁବଶୀଘ୍ର ଅଧିନାୟକ କମାଣ ସହ ଓହ୍ଲାଇବେ ମୈଦାନକୁ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଚଳିତ ସିଜିନରେ ଦୁଇଟି ନୂଆ ଟିମର ଏଣ୍ଟ୍ରି ହୋଇଛି । ତେବେ ସେଥିମଧ୍ୟରୁ ଅହମ୍ମଦାବାଦ ଟିମକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଞ୍ଜୁରୀ ପ୍ରଦାନ…

Home Loanରେ ହେବ ୫ ଲକ୍ଷ ଛାଡ଼: ଆସନ୍ତା ବଜେଟରେ ନୂଆ ନିୟମ ଆଣିପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ବଜେଟକୁ ନେଇ କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା ବେଳେ ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ଜନତାଙ୍କୁ କିଛି ଫାଇଦା ଦେବା ଲକ୍ଷ୍ୟରେ ରହିଛନ୍ତି । କୋଭିଡ୍…

୧୭ ହଜାର ଟଙ୍କା ଦେଲେନି ସୁମିତ, ଆଜି କୋର୍ଟରେ ପିଟିସନ ଦାୟର କରିପାରନ୍ତି ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ପାରିବାରିକ ମାମଲାର ଶୁଣାଣି ତାରିଖ ଦିନକୁ ଦିନ ଘୁଞ୍ଚି ଘୁଞ୍ଚି ଚାଲିଥିବା ବେଳେ ନୂଆ ନୂଆ ଅଡ଼ୁଆ ସୁତାର ଖିଅ ବାହାରୁଛି । ତେବେ ଗତକାଲି ସୁମିତ ସାହୁ ଓ…

ଆସନ୍ତାକାଲିଠାରୁ ଭିତରକନିକାରେ ପକ୍ଷୀଗଣନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟର ଭିତରକନିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହେବ । ଏହି ଗଣନା କାର୍ଯ୍ୟ ପାଇଁ ମୋଟ ୧୬ଟି ଟିମ୍ ନିୟୋଜିତ ହେବା ସହ ପ୍ରତ୍ୟେକ ଟିମରେ ୪ରୁ ୫ ଜଣ ସଦସ୍ୟ ରହିବେ ।…

ସୁସ୍ଥ ହେବା ପରେ Omicron ଦେଉଛି ଯନ୍ତ୍ରଣା: ନମୂନା ପରୀକ୍ଷଣ ନେଇ ICMR ପକ୍ଷରୁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟର ପ୍ରକୋପ ବୃଦ୍ଧି ପାଇ ଚାଲିଥିବା ବେଳେ ବିଶେଷଜ୍ଞମାନେ ଏନେଇ ନୂଆ ନୂଆ ତଥ୍ୟ ଦେବାରେ ଲାଗିଛନ୍ତି । ତେବେ ଏଭଳି ସ୍ଥିତିରେ ଓମିକ୍ରନକୁ ନେଇ ଏକ ନୂଆ ଅପଡେଟ୍…

ଆଜିଠାରୁ ରାଜ୍ୟରେ ବର୍ଷାର ତାଣ୍ଡବ, ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜିଠାରୁ ବର୍ଷାର ପ୍ରକୋପ ଦେଖିବାକୁ ମିଳିବ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖାଦେବାକୁ ଥିବା ପରିବର୍ତ୍ତନ ପ୍ରଭାବରେ ଚାଷୀଭାଇମାନେ ବିଶେଷ ଭାବେ…

(VIDEO) ସୁମିତଙ୍କ ମା’ ଓ ଜେଜେମାଙ୍କ ପକ୍ଷରୁ ଆଗତ ପିଟିସନକୁ ଖାରଜ୍ କଲେ କୋର୍ଟ, ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କର ପାରିବାରିକ ମାମଲାକୁ ନେଇ ଗତକାଲି ଦୁଇଟି ଦୁଇଟି ପିଟିସନର ଶୁଣାଣି ଥିଲା । ତେବେ ସୁମିତଙ୍କ ମାଆ ଓ ଜେଜେମାଆଙ୍କ ପକ୍ଷରୁ ତପସ୍ୱିନୀଙ୍କ…

(Video) ଆଜିଠାରୁ ମା’ ସମଲେଶ୍ୱରୀ ମନ୍ଦିର ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସଂକ୍ରମଣ ଦିନକୁ ଦନି ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ଆଜିଠାରୁ ବନ୍ଦ ରହିବ । ପରବର୍ତ୍ତୀ…

PMଙ୍କ ସୁରକ୍ଷାରେ ତ୍ରୁଟି ହୋଇନାହିଁ, UP ନିର୍ବାଚନ ଜିତିବା ପାଇଁ ଏପରି ବ୍ୟୁହ ରଚନା କରିଥିଲା BJP: ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୫ ତାରିଖରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ଅବ୍ୟବସ୍ଥା ନେଇ ବର୍ତ୍ତମାନ ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହି ସମୟରେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି ।…