‘ମୁଁ ଚଣ୍ଡିଗଡ଼ରେ ଅଛି, ଖୁବଶୀଘ୍ର ମୁମ୍ବାଇ ଯିବି’, ନିଖୋଜ ପରମବୀର ସିଂହଙ୍କ ସନ୍ଧାନ ମିଳିଲା

ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ସନ୍ଧାନ ମିଳିଛି । ତେବେ ସେ ବର୍ତ୍ତମାନ ଚଣ୍ଡିଗଡ଼ରେ ଅଛନ୍ତି ଓ ଖୁବଶୀଘ୍ର ମୁମ୍ବାଇ ଯିବେ ବୋଲି ପରବବୀର ଏକ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି…

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଅନଭିଜ୍ଞ ପ୍ଲେଇଂ-୧୧କୁ ନେଇ ପଡ଼ିଆକୁ ଓହ୍ଲାଇବ ଦଳ

ନୂଆଦିଲ୍ଲୀ: ଟି-୨୦ ସିରିଜକୁ ୩-୦ରେ କବଜା କରିବା ପରେ ଆଜି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ । କାନପୁରରେ ଘରୋଇ ଦଳକୁ ଭରପୁର ଫାଇଦା ମିଳିବାର ସମ୍ଭାବନା ରହିଛି । ଅପରପକ୍ଷେ ଅଧିନାୟକ…

କୃଷି ଆଇନ ପ୍ରତ୍ୟାହାରକୁ କେନ୍ଦ୍ର କ୍ୟାବିନେଟରେ ମିଳିଲା ମଞ୍ଜୁରୀ, ସଂସଦର ଶୀତ ଅଧିବେଶନରେ ଆଗତ ହେବ ବିଲ୍

ନୂଆଦିଲ୍ଲୀ: ୩ଟି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । କ୍ୟାବିନେଟ ମଞ୍ଜୁରୀ ପରେ ଏବେ ସଂସଦରେ ଏନେଇ ପ୍ରସ୍ତାବ ଅଣାଯିବ । ପୂର୍ବରୁ କୃଷି ଆଇନ ପ୍ରତ୍ୟାହାର ନେଇ…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ବାରବାଟୀ ରେଡି: ଆସନ୍ତା ଫେବୃଆରୀରେ ଖେଳାଯିବ ଟି-୨୦

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ବାରବାଟୀ ଷ୍ଟାଡିୟମରେ ଦର୍ଶକମାନେ ଫଟାଫଟ କ୍ରିକେଟର ମଜା ଉଠାଇ ପାରିବେ । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ ପାଇଁ ସମସ୍ତ…

ଏହି ଦୁଇଟି ସରକାରୀ ବ୍ୟାଙ୍କ ହୋଇଯିବ ପ୍ରାଇଭେଟ୍, ସଂସଦରେ ନୂଆ ନିୟମ ଆଣିବେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଘରୋଇକରଣ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଗତ ସେପ୍ଟେମ୍ବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କଗୁଡ଼ିକ ଉପରୁ ପ୍ରମ୍ପଟ କରେକ୍ଟିଭ…

ଡାକ୍ତର ଫ୍ୟାମିଲି ଯଦି ଏତେ ଭଦ୍ର, ତେବେ ପୁଅ କାହିଁକି ବାହାରକୁ ଆସୁନାହିଁ: ଘରେ ଥିବା ଲୋକ ବିଶାଖାପଟନମ୍ ଗଲା କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନ୍ୟାୟ ପାଇବା ପାଇଁ ଶ୍ୱଶୁର ଘର ସମ୍ମୁଖରେ ତପସ୍ୱିନୀ ଦାଶ ତିନି ଦିନ ଧରି ଧାରଣାରେ ବସି ରହିଛନ୍ତି । ଇତି ମଧ୍ୟରେ ତପସ୍ୱିନୀଙ୍କୁ ନ୍ୟାୟ ମିଳିନଥିବା ବେଳେ ତାଙ୍କର ବାପା ଓ ଭାଇଙ୍କୁ…

ଆବୋର୍ଶନ କରିବା ପଛରେ ମୋର ହାତ ନାହିଁ, ବୋହୂ ମିଛ କହୁଛନ୍ତି: ତପସ୍ୱିନୀଙ୍କ ଅଭିଯୋଗ ପରେ ଏପରି ପ୍ରତିକ୍ରିୟା ରଖିଲେ ତାଙ୍କ ଶ୍ୱଶୁର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଥମେ ଲଭ୍, ପରେ ସେକ୍ସ ଆଉ ତା’ପରେ କୋର୍ଟରେ ହୋଇଥିଲା ଉଭୟଙ୍କର ବିବାହ । ମାତ୍ର ଏହାପରେ ହଠାତ୍ ଡାକ୍ତର ସ୍ୱାମୀ ଜଣଙ୍କ ପତ୍ନୀଙ୍କୁ ଆଉ ଧରାଛୁଆଁ ଦେଲେନି । ଫଳରେ ବାଧ୍ୟ ହୋଇ ପୀଡ଼ିତା…

ବିବାହ ମଣ୍ଡପରୁ ବରକୁ ଉଠାଇ ନେଲା ପୋଲିସ, ଏହାପରେ ଭାବି ସ୍ୱାମୀଙ୍କ ପଛେ ପଛେ ଧାଇଁଲେ କନ୍ୟା

ନୂଆଦିଲ୍ଲୀ: ବିବାହ ପରି ଏକ ଖୁସିର ମୁହୂର୍ତ୍ତରେ ଯଦି କୌଣସି ଅଘଟଣ ଘଟେ ତେବେ ତାହା ବନ୍ଧୁ ବାନ୍ଧବ ସମସ୍ତଙ୍କ ମନରେ ଆଘାତ ଦେଇଥାଏ । ସେହିପରି ଏକ ଘଟଣା ଇକ୍ୱେଡରରେ ଦେଖିବାକୁ ମିଳିଛି । ଏକ ବିବାହ ସମାରୋହ ଚାଲିଥିବା…

ଆମେ ଗମ୍ଭୀରଙ୍କୁ ଛାଡ଼ିବୁ ନାହିଁ: ISIS ପକ୍ଷରୁ ହତ୍ୟା ଧମକ ମିଳିବା ପରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଆଇଏସଆଇଏସ କଶ୍ମୀର ପକ୍ଷରୁ ଏହି ଧମକ ଦିଆଯାଇଥିବା ନେଇ ଗମ୍ଭୀର ଦିଲ୍ଲୀ ପୋଲିସ ନିକଟରେ…

ରାଜ୍ୟରେ ବଢ଼ିଲାଣି କରୋନା, ଆଜି ୨୮୮ ପଜିଟିଭ୍ ଚିହ୍ନଟ, ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…