ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୯୬ ପଜିଟିଭ୍, ପ୍ରାଣ ହରାଇଲେ ୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

(Watch Video) ନାମିବ୍ୟା ବିପକ୍ଷ ମ୍ୟାଚରେ ହିରୋ ସାଜିଲେ ପନ୍ତ, ଜିତିଲେ କୋଟି କୋଟି ଫ୍ୟାନଙ୍କ ହୃଦୟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୧୨ରେ ନାମିବ୍ୟା ବିପକ୍ଷ ମ୍ୟାଚ ଭାରତ ପାଇଁ ଏକପ୍ରକାର ଗୁରୁତ୍ୱହୀନ ମ୍ୟାଚ ବିବେଚିତ ହୋଇଥିଲା । ଏହି ପୂର୍ବରୁ ଗ୍ରୁପ-ବିର ଦୁଇଟି ଦଳ ସେମିଫାଇନାଲରେ ପହଞ୍ଚି ସାରିଥିବାରୁ ଟିମ୍…

ମାହି, ବିରାଟ ଓ ଶାସ୍ତ୍ରୀ- କାମ କଲାନି କାହାର ଯାଦୁ, ବିଶ୍ୱକପରୁ ଖାଲି ହାତରେ ଫେରିଲା ଭାରତ: ଜାଣନ୍ତୁ ବିଫଳତା ପଛର ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ଭାରତ ପାଇଁ ଚଳିତ ଟି-୨୦ ବିଶ୍ୱକପ ଅଶୁଭ ସାବ୍ୟସ୍ତ ହୋଇଛି । ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରବି ଶାସ୍ତ୍ରୀଙ୍କ ପରି ଅନୁଭବୀଙ୍କ ବ୍ରହ୍ମାସ୍ତ ଆଜି ହାତ ଟେକି ଦେଇଛି । ଆଇପିଏଲ ଓ ଅଭ୍ୟାସ ମ୍ୟାଚରେ…

ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ, ୧୦ଟି ସ୍ଥାନରେ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କୋଟିପତି ସରକାରୀ ବାବୁ । ଏହି ବାବୁ ଜଣଙ୍କ ହେଉଛନ୍ତି ପୋଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର । ଏହି ହାଇପ୍ରୋଫାଇଲ ରେଡରେ ଏକାଧିକ ବରିଷ୍ଠ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହିସବୁ ଖାଦ୍ୟ ଖାଇବାକୁ ଭୁଲନ୍ତୁ ନାହିଁ

ପ୍ରତ୍ୟେକ ମଣିଷ ନିଜର ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ଦରକାର । ଯେଉଁମାନଙ୍କର ରୋଗପ୍ରତିରୋଧକ କ୍ଷମତା ଯେତେ ଅଧିକ ସେମାନଙ୍କୁ କୌଣସି ରୋଗ କିମ୍ବା ମୌସମର ପ୍ରଭାବ ସାମାନ୍ୟ ସ୍ପର୍ଶ କରେ ନାହିଁ । ଏହି ଶକ୍ତି…

ଆସନ୍ତା ୨୯ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବ ଅଧିବେଶନ ଭଳି କରୋନା ନିୟମାବଳୀକୁ ଅନୁସରଣ କରି ଏହି ଅଧିବେଶନ ଜାରି ରହିବ ।…

ସମସ୍ତ ପ୍ରକାର ପ୍ୟାକେଜିଂ ସାମଗ୍ରୀକୁ ନେଇ ଆସୁଛି ନୂଆ ନିୟମ, ଜାଣନ୍ତୁ କେବେଠାରୁ ହେବ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ସାମଗ୍ରୀର ପ୍ୟାକେଜିଂକୁ ନେଇ ଏକ ନୂଆ ନିୟମ ଲାଗୁ କରିବା ଯାଉଛନ୍ତି । ଏହାର ପରିଣାମସ୍ୱରୂପ ଏଣିକି ଯେ କୌଣସି ସାମଗ୍ରୀ କିଣିବା ପୂର୍ବରୁ ଗ୍ରାହକମାନଙ୍କୁ ଧ୍ୟାନ…

ASIଙ୍କୁ ବାନ୍ଧିଲା ଭିଜିଲାନ୍ସ: ମାମଲାର ତଦନ୍ତ ପାଇଁ ମାଗୁଥିଲେ ଲାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ଜଣେ ପୋଲିସ ବାବୁ । ନାବାଳିକା ଅପହରଣ ମାମଲାର ତଦନ୍ତ ପାଇଁ ବାବୁ ଜଣଙ୍କ ଲାଞ୍ଚ ମାଗିଥିଲେ । ଫଳରେ ନାବାଳିକାଙ୍କ ବାପା ଦୁଇଟି କିସ୍ତିରେ ଯଥାକ୍ରମେ ୫ ହଜାର…

କୋଭିଡ୍ ହସ୍ପିଟାଲରେ ନିଆଁ: ପୋଡ଼ି ହୋଇ ୧୦ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଅହମ୍ମଦନଗର ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡ ଘଟିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ…

ଯଦି ନ୍ୟୁଜିଲାଣ୍ଡଠାରୁ ଆଫଗାନିସ୍ତାନ ପରାସ୍ତ ହୁଏ, ତେବେ କ’ଣ ହେବ ଟିମ୍ ଇଣ୍ଡିଆର ଅବସ୍ଥା?

ନୂଆଦିଲ୍ଲୀ: ଭାରତ ଚଳିତ ଟି-୨୦ ବିଶ୍ୱକପରେ ଲଗାତର ଦୁଇଟି ମ୍ୟାଚରେ ପରାଜୟବରଣ କରିବା ପରେ ଦୁଇଟିରେ ବିଜୟଲାଭ କରି ତା’ର ଟ୍ରାକକୁ ଫେରିଛି । ବର୍ତ୍ତମାନ ଭାରତ ସେମିଫାଇାନାଲରେ ପହଞ୍ଚିବାକୁ ହେଲେ ଆଫଗାନିସ୍ତାନ ଉପରେ…