fbpx

ବଜାର ମଧ୍ୟରେ ଗ୍ରେନେଡ୍ ବିସ୍ଫୋରଣ: ୨ ମୃତ

ଦିସପୁର, ୧୫ା୫: ଆସାମର ତିନସୁକିଆ ଜିଲ୍ଲାର ଡିଗବୋଇ ଅଞ୍ଚଳରେ ଏକ ଗ୍ରେନେଡ୍ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା ଅନ୍ୟ ଜଣେ ଆହତ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି…

ବଢ଼ିଲା ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର, ୧୪ା୫ (ଓଡିଶା ଭାସ୍କର): କରୋନା ପାଇଁ ଓଜେଇଇ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ଓଜେଇଇ ଆବେଦନ ତାରିଖକୁ ଆସନ୍ତା ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ଏହି…

କୋଭାକ୍ସିନ, କୋଭିସିଲ୍ଡ ଓ ସ୍ଫୁଟନିକ ମଧ୍ୟରୁ କେଉଁଟି ପ୍ରଭାବଶାଳୀ, ଆସନ୍ତୁ ଜାଣିବା ଏହି ଟିକାର ସାଇଡ୍ ଇଫେକ୍ଟ

ନୂଆଦିଲ୍ଲୀ, ୧୪ା୫: ବର୍ତ୍ତମାନ ସମଗ୍ର ଦେଶରେ କରୋନା ଥମିମାର ନାଁ ଧରୁନାହିଁ । ଗୋଟିଏ ପଟେ ଦେଶରେ ଦ୍ୱିତୀୟ ଲହରୀ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ କିଛି ଲୋକ ଭ୍ୟାକ୍ସିନ ନେଇ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ଦେଶରେ…

ପୁଣି ହସ୍ପିଟାଲରେ ଅକ୍ସିଜେନର ଅଭାବ: ଗୋଟିଏ ସପ୍ତାହରେ ୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୪ା୫: ପୁଣି ଅକ୍ସିଜେନର ଅଭାବ ରୋଗୀଙ୍କର ମୃତ୍ୟୁର କାରଣ ସାଜିଛି । ଅକ୍ସିଜେନ ଅଭାବରୁ ଗୋଆରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ରାତି ୨ଟାରୁ ସକାଳ ୬ଟା ମଧ୍ୟରେ…

କିଷାନଙ୍କ ଖାତାକୁ ଆଜି ୨ ହଜାର ଟଙ୍କା ଲେଖାଏଁ ପଠାଇବେ ପ୍ରଧାନମନ୍ତ୍ରୀ, ଏମିତି କରନ୍ତୁ ଚେକ୍

ନୂଆଦିଲ୍ଲୀ, ୧୪ା୫: ଆଜି କିଷାନଙ୍କ ଖାତାକୁ ଆସିବ ୨ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିଷାନ୍ ଯୋଜନାର ୮ମ କିସ୍ତି ପଠାଇବେ । ଦେଶର ୯.୫ କୋଟି କିଷାନଙ୍କ ପରିବାରକୁ ୧୯ ହଜାର କୋଟି ଟଙ୍କା…

ପୁଣି ଦୁଇଟି ଗାଁରେ କରୋନା କହର: ୧୫ ଦିନରେ ୩୮ ଜଣଙ୍କ ମୃତ୍ୟୁ

ସହାରନପୁର, ୧୪ା୫: ଗତ ୧୧ ତାରିଖରେ ଆଗ୍ରାର ଦୁଇଟି ଗାଁରେ କରୋନାର କହର ଦେଖିବାକୁ ମିଳିଥିଲା । କରୋନାରେ ୨୦ ଦିନରେ ଦୁଇଟି ଗାଁର ୬୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି ସହାରନପୁରର ଦେବବନ୍ଦ ଅଞ୍ଚଳର ଦୁଇଟି ଗ୍ରାମରେ…

ଦାମ୍ ନେଉଛି ଅଧିକ, କିନ୍ତୁ ଭାରତକୁ ନିମ୍ନମାନର ଅକ୍ସିଜେନ କନସେନଟ୍ରେଟର ପଠାଉଛି ଚୀନ୍

ନୂଆଦିଲ୍ଲୀ, ୧୪ା୫: କରୋନାର ଉତ୍ପତ୍ତି ଚୀନରୁ ହୋଇଛି ବୋଲି ସମଗ୍ର ବିଶ୍ୱରେ ଗତବର୍ଷ ଖୁବ୍ ଜୋରରେ ଚର୍ଚ୍ଚା ହୋଇଥିଲା । ସାହାଯ୍ୟ କରିବାର ବାହାନା କରି ଚୀନ ଭାରତକୁ ନିମ୍ନମାନର ମାସ୍କ, ସାନିଟାଇଜର ଆଦି ପଠାଇଥିଲା ।…

କମୁନି କରୋନା: ଆଜି ୪ ହଜାର ମୃତ

ନୂଆଦିଲ୍ଲୀ, ୧୪ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୦୦ ଜଣଙ୍କ…

ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦ: ଗାଜାରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ଆହତ ୬ ଶହ ନିକଟତର

ଗାଜା, ୧୪ା୫: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ହିଂସା କାରଣରୁ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨୭ ଜଣ ଶିଶୁ ରହିଥିବା ବେଳେ…

ଭ୍ୟାକ୍ସିନ୍ ନେବା ପରେ ହଠାତ୍ ୬ ଜଣଙ୍କ ମୃତ୍ୟୁ

ପ୍ରାଗ୍, ୧୪ା୫: ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ରୋଚକ ତଥ୍ୟ ସାମନାକୁ ଆସୁଛି । ଭ୍ୟାକ୍ସିନକୁ ଲୋକମାନେ ଶେଷ ଭରସା କରିଥିବା ବେଳେ ଏନେଇ ଏକ ନୂଆ ଖବର ଆସିଛି । ଚେକ୍ ରିପବ୍ଲିକରେ ଭ୍ୟାକ୍ସିନ ନେବା ପରେ ହଠାତ୍ ୬…