Bank of Baroda ଶସ୍ତାରେ ଘର ବିକ୍ରି କରୁଛି, ଜାଣନ୍ତୁ କେବେ ହେବ ଏହି ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ

ନୂଆଦିଲ୍ଲୀ: ଯଦି ଆପଣ ଶସ୍ତାରେ ଘର କିଣିବାକୁ ଚାହୁଁଥାନ୍ତି, ତେବେ ବ୍ୟାଙ୍କ ଅଫ୍ ବରୋଦା (ବିଓବି) ଏକ ଖାସ୍ ଅଫର୍ ଲଞ୍ଚ କରିଛି । ବିଓବି ପ୍ରପର୍ଟି ନିଲାମ କରିବାକୁ ଯାଉଥିବାରୁ ଏହି ଅଫର ମାଧ୍ୟମରେ ଆପଣ ଶସ୍ତାରେ ଘର…

ରାଜ୍ୟରୁ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଜି ରାଜ୍ୟରେ ୪୭୮ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

Yes Bankର ଖାସ୍ ଅଫର୍: କମ୍ ସୁଧରେ ମିଳୁଛି Home Loan, ମହିଳାଙ୍କୁ ସ୍ପେଶାଲ୍ ରିହାତି

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ପର୍ବପର୍ବାଣି ଋତୁରେ ସ୍ୱତନ୍ତ୍ର ଅଫର୍ ଲଞ୍ଚ କରିଛି । ବ୍ୟାଙ୍କ ପକ୍ଷରୁ ଶସ୍ତାରେ ହୋମ୍ ଲୋନ୍ ପ୍ରଦାନ କରାଯାଉଛି, ଯେଉଁଥିରେ କି ମାତ୍ର ୬.୭ ପ୍ରତିଶତ ସୁଧ ନିଆଯାଉଛି । ତେବେ ଏଥିରେ…

ଶୋଇବା ସମୟରେ ତକିଆ ଜମାରୁ ବ୍ୟବହାର କରନ୍ତୁ ନାହିଁ, ମାଡ଼ିଆସିବ ଏହିସବୁ ରୋଗ

କିଛି ଲୋକ ଶୋଇବା ସମୟରେ ତକିଆର ବ୍ୟବହାର କରିଥାନ୍ତି । ବିନା ତକିଆରେ ଅନେକଙ୍କୁ ନିଦ ଆସେ ନାହିଁ । କିନ୍ତୁ ଏହି ତକିଆର ବ୍ୟବହାର ଦ୍ୱାରା ଆପଣ ବହୁ ରୋଗର ଶିକାର ହୋଇ ପାରନ୍ତି । ଯଦି ଆପଣ ନିୟମିତ ଶୋଇବା ସମୟରେ ତକିଆ…

ପିପିଲି ଉପନିର୍ବାଚନରେ କିଏ ଜିତିବ: ଭୋଟ ଗଣତି ଆସନ୍ତାକାଲି, ବଢ଼ୁଛି ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନର ଭୋଟ ସରିଯାଇଥିବା ବେଳେ ଆସନ୍ତାକାଲି ହେବ ଭୋଟ ଗଣତି । ଇଭିଏମ୍ ମଧ୍ୟରେ ବନ୍ଦ ହୋଇ ରହିଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ଗଣତି ସମୟ ଯେତିକି ପାଖେଇ…

କଂଗ୍ରେସକୁ ମୂଳପୋଛ କରିବା ପାଇଁ ଦଳର ବରିଷ୍ଠ ନେତାମାନେ ଭାଜପା ସହ କରିଛନ୍ତି ଗୁପ୍ତ ଷଡ଼ଯନ୍ତ୍ର, ଜାଣନ୍ତୁ ଏହାର ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଭାଜପା କ୍ଷମତାରେ ରହିଥିବା ବେଳେ ସର୍ବପୂରାତନ ଦଳ କଂଗ୍ରେସ ଦିନକୁ ଦିନ ଦିଶାହୀନ ହୋଇ ତଳକୁ ଖସିବାରେ ଲାଗିଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିଲେ ହେଁ ବିଭିନ୍ନ ସମୟରେ ଦଳର…

REET Paper Leak ଖୁଲାସା: ଚପଲରେ ଲୁଚାଇ ନେଇଥିଲେ ଇଲେକ୍ଟ୍ରୋନିକ୍ ଡିଭାଇସ୍, ଚଳନ୍ତା ବସରେ ଦିଆଯାଇଥିଲା ଟ୍ରେନିଂ

ନୂଆଦିଲ୍ଲୀ: ରାଜସ୍ଥାନରେ ହୋଇଥିବା ରିଟ୍ ପେପର ଲିକ୍ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଦ୍ଦାଫାସ୍ ହୋଇଛି । ଅଭିଯୁକ୍ତମାନେ ଚପଲରେ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଲୁଚାଇ ନେଇଥିଲେ । କେବଳ ଏତିକି ନୁହେଁ, ସେମାନଙ୍କ ପାଇଁ…

Assistant Professor ପୋଷ୍ଟ ପାଇଁ PhD ବାଧ୍ୟତାମୂଳକ ନୁହେଁ, ଶିକ୍ଷାମନ୍ତ୍ରୀ ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ ପିଏଚଡି ବାଧ୍ୟତାମୂଳକ ହେବନି । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ମନ୍ତ୍ରୀ କହିଛନ୍ତି…

ପତ୍ନୀଙ୍କର ଏମିତି କିଛି ଭୁଲ ପତିଙ୍କ ଅଧପତନର କାରଣ ସାଜିଥାଏ, ଜାଣନ୍ତୁ କଣ ସେସବୁ

ହିନ୍ଦୁ ଧର୍ମରେ ବିବାହ ରୀତିନୀତି ଅନୁଯାୟୀ କରାଯାଇଥାଏ । ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ସହିତ ଜୀବନସାରା ରହିଥାନ୍ତି । ପରସ୍ପରର ସହଯୋଗ ଓ ବୁଝାମଣା ଫଳରେ ଘର ସ୍ୱର୍ଗ ପାଲଟିଥାଏ । ଅପରପକ୍ଷେ ଅନେକ…