କରୋନା ସଂକ୍ରମିତ ବୋଲି ପ୍ରମାଣ ନାହିଁ, ତଥାପି ମୃତ୍ୟୁ ପରେ ମିଳିଲାନି ଚାରିକାନ୍ଧ

ଗୁଣୁପୁର, ୧୧ା୫ (ଓଡିଶା ଭାସ୍କର): କରୋନା ପାଇଁ ଆଜି ନିଜ ଲୋକ ପର ହୋଇଯାଉଛନ୍ତି । ସଂକ୍ରମଣ ଭୟରେ ରକ୍ତ ରକ୍ତଠାରୁ ଦୂରେଇ ଯାଉଛି । ଏଭଳି ଉଦାହରଣ ଦେଖିବାକୁ ମିଳିଛି ଗୁଣୁପୁର ଅଞ୍ଚଳରେ । ପଦ୍ମଚରଣ ତୁଳ (୫୭) ନାମକ…

ଅନନ୍ତନାଗରେ ନିପାତ ହେଲେ ୩ ଆତଙ୍କବାଦୀ

ଶ୍ରୀନଗର, ୧୧ା୫: ସୁରକ୍ଷାବାହିନୀ ଦ୍ୱାରା ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲା ସୁରକ୍ଷାବାହିନୀଙ୍କ ଗୁଳିରେ ଆତଙ୍କବାଦୀମାନେ ସଫା ହୋଇଛନ୍ତି । ତେବେ ମୃତ ଆତଙ୍କବାଦୀଙ୍କ ପରିଚୟ…

କରୋନାରେ ୧୦ ମାଓବାଦୀ ମୃତ

ରାୟପୁର, ୧୧ା୫: କରୋନାରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ତେବେ ମାଓବାଦୀମାନେ ଏଥିରୁ ବର୍ତ୍ତି ପାରି ନାହାନ୍ତି । କରୋନାରେ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪୦୦ ଜଣ କରୋନାରେ ଆକ୍ରାନ୍ତ…

ଲକଡାଉନ୍: ଆସନ୍ତୁ ଜାଣିବା କେଉଁଠି ମଦ ଦୋକାନ ବନ୍ଦ ଆଉ କେଉଁଠି ଖୋଲା

ନୂଆଦିଲ୍ଲୀ, ୧୧ା୫: କରୋନାର ଦ୍ୱିତୀୟ ଲହରରେ ଦେଶରେ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । ଗତବର୍ଷ ଲକଡାଉନ ସମୟରେ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିଥିଲା । ମଦରୁ ସର୍ବାଧିକ ଟିକସ ମିଳୁଥିବାରୁ…

ରାଜ୍ୟରେ ପ୍ରଥମ: କରୋନାରେ ୧୦ ବର୍ଷର ବାଳକର ମୃତ୍ୟୁ

ଭୁବନେଶ୍ୱର, ୧୧ା୫ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୧୦ ବର୍ଷୀୟ ବାଳକର କରୋନାରେ ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜି…

କରୋନା ଲଢ଼େଇ ପାଇଁ ଭାରତକୁ ୧୧୦ କୋଟିର ସହାୟତାର ପ୍ରଦାନ କଲା ଟୁଇଟର

ନୂଆଦିଲ୍ଲୀ, ୧୧ା୫: ଭାରତର କରୋନା ଲଢ଼େଇ ପାଇଁ ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟର ୧୧୦ କୋଟିର ସହାୟତା ପ୍ରଦାନ କରିଛି । ଟୁଇଟର ସିଇଓ ଜ୍ୟାକ୍ ଡୋର୍ସି କହିଛନ୍ତି ଯେ, କେୟାର, ଏଡ୍ ଇଣ୍ଡିଆ ଓ ସେୱା ଇଣ୍ଟରନ୍ୟାସନାଲ ୟୁଏସ…

ଦେଶରେ ପୁଣି ବଢ଼ିଲା ମୃତ୍ୟୁ, କମିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୧ା୫ : ଦେଶରେ ଆଜି କରୋନା ମୃତ୍ୟୁସଂଖ୍ୟା ବଢ଼ିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୭୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା…

ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଜନ୍ମହେଲା ଛୁଆ! ଏହା ସମ୍ଭବ ହେଲା କେମିତି? ଆସନ୍ତୁ ଜାଣିବା

ସାଧାରଣତଃ ଆମେ ଜାଣୁ ଯେ, ଛୁଆକୁ ମାଆ ନଅ ମାସ ଗର୍ଭରେ ଧରିବା ପରେ ଜନ୍ମ ଦେଇଥାଏ । କେବେକେବେବେ ସନ୍ତାନ ୧୨ ମାସରେ ମଧ୍ୟ ଜନ୍ମଗ୍ରହଣ କରିଥାଏ । ଯଦି ଆପଣଙ୍କୁ କୁହାଯିବ ଯେ, ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଛୁଆ…

ସାବଧାନ ହୋଇଯାଆନ୍ତୁ, ଟିକାକରଣ ପଞ୍ଜିକରଣ ନେଇ ଆସୁଛି ଫେକ୍ ମେସେଜ୍

ନୂଆଦିଲ୍ଲୀ, ୧୧ା୫: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଠକମାନେ ଏହାର ଫାଇଦା ନେବାକୁ ବାଟ ଖୋଜୁଛନ୍ତି । ସାଇବର ଲୁଟେରାମାନେ ଲୋକଙ୍କୁ ଟିକା ପଞ୍ଜିକରଣ ପାଇଁ ନକଲି ମେସେଜ୍ ପଠାଉଛନ୍ତି ।…

ଅନନ୍ତନାଗରେ ଏନକାଉଣ୍ଟର: ଧରାପଡ଼ିଲେ ୩ ଲସ୍କର-ଇ-ତୋଇବା ଆତଙ୍କବାଦୀ

ଶ୍ରୀନଗର, ୧୧ା୫ (ଓଡିଶା ଭାସ୍କର): ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଯବାନଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ଧରାପଡ଼ିଛନ୍ତି । ବର୍ତ୍ତମାନ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।…