ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ଗତ ଦୁଇଦିନ ମଧ୍ୟରେ ମନୋରଞ୍ଜନଧର୍ମୀ ଜଗତରୁ ୩ ଜଣ ଜଣାଶୁଣା କଳାକାର ଆରପାରିକୁ ଚାଲିଗଲେଣି । ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’…

UPSC ପରୀକ୍ଷାରେ ଓଡ଼ିଶାର ପ୍ରାର୍ଥୀଙ୍କ ପ୍ରଦର୍ଶନ କିପରି ରହିଛି: କିଏ କେତେ ରାଙ୍କ ପାଇଲା, ଜାଣନ୍ତୁ ବିସ୍ତୃତ ରିପୋର୍ଟ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷା ୨୦୨୨ର ରେଜଲ୍ଟ ଘୋଷଣା କରାଯାଇଛି । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ବିବେଚିତ ହୋଇଛନ୍ତି ।…

ଅମିର ଖାନ ଓ ଅନୁଷ୍କା ଶର୍ମା UPSC ପରୀକ୍ଷା-୨୦୨୨ରେ ବାଜି ମାରିଲେ

ନୂଆଦିଲ୍ଲୀ: ଗତକାଲି ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷା ୨୦୨୨ର ରେଜଲ୍ଟ ପ୍ରକାଶିତ ହୋଇଥିଲା । ପ୍ରଥମ ଚାରିଟି ସ୍ଥାନରେ ମହିଳା ପ୍ରାର୍ଥୀମାନେ ରହିଛନ୍ତି । ପ୍ରଥମ ସ୍ଥାନରେ ଇଶିତା କିଶୋର, ଦ୍ୱିତୀୟ…

ପୋଖରୀ ପାଣି ହୋଇଗଲା ବିଷାକ୍ତ: ପ୍ରଥମେ ମଣିଷର ମୃତ୍ୟୁ ଘଟିଲା, ତା’ପରେ ପାଣି ପିଇବା ପରେ ୨୫ଟି ଓଟଙ୍କର ଜୀବନ ଚାଲିଗଲା

ନୂଆଦିଲ୍ଲୀ: ଅନେକ ସମୟରେ ଅପରିଷ୍କାର, ଖରାପ ଖାଦ୍ୟ ସେବନ କରିବା ଫଳରେ ଆମ ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଅନୁରୂପ ଘଟଣା ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ…

IAS ପରୀକ୍ଷା ରେଜଲ୍ଟ ଘୋଷିତ: ଇଶିତା କିଶୋର ୨୦୨୨ ବର୍ଷର ଟପ୍ପର, ୬୭ତମ ସ୍ଥାନରେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଛି । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ବିବେଚିତ ହୋଇଛନ୍ତି ।…

ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ: ନୂଆ ସଂସଦ ଭବନକୁ କିଏ ଉଦଘାଟନ କରିବା ଉଚିତ, କ’ଣ କହୁଛି ଭାରତୀୟ ଗଣତନ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ । ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରର ଉଦଘାଟନ ନେଇ ଗତ ୧୮ ତାରିଖରେ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଥିଲା…

ଜଣଙ୍କୁ ୧୮ ବର୍ଷ ହୋଇଗଲେ ତାଙ୍କର ନାମ ଅଟୋମେଟିକ୍ ଭୋଟର ଲିଷ୍ଟରେ ଯୋଡ଼ି ହୋଇଯିବ: କେନ୍ଦ୍ର ସରକାର ଲାଗୁ କରିବେ ନୂଆ ଯୋଜନା

ନୂଆଦିଲ୍ଲୀ: ଜନଗଣନାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି । ଏନେଇ କେନ୍ଦ୍ର ସରକାର ସଂସଦରେ ଏକ ବିଲ ଆଣିବାକୁ ଯୋଜନା କରୁଛନ୍ତି । ସେଥିରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସହିତ ଭୋଟର ଲିଷ୍ଟ…

ଦିନକୁ ଏକାଧିକ ଥର ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ: SBI ଭୁବନେଶ୍ୱର ପକ୍ଷରୁ ସୂଚନା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ୨୦୦୦ ଟଙ୍କିଆ ନୋଟ ନେଣଦେଣ ବନ୍ଦ କରିବା ନେଇ ଗତ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଥିଲା । ମେ ମାସ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ…

ପୁଣି ଫେରୁଛି କରୋନା! ଜୁନରେ ଆସିପାରେ କୋଭିଡ-୧୯ର ନୂଆ ଲହର, ଚୀନ ଏକ୍ସପର୍ଟଙ୍କ ବୟାନକୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ଧରି ସାରା ବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭାଇରସକୁ ନେଇ ଚଳିତ ବର୍ଷ ପ୍ରାରମ୍ଭରେ ପୁଣି ଥରେ ଚିନ୍ତା ବଢ଼ିଯାଇଥିଲା । ବିଭିନ୍ନ ଦେଶରେ ଅଚାନକ ମାମଲା ବୃଦ୍ଧିକୁ ନେଇ ବିଶ୍ୱ…

ବରଗଡ଼ରେ ଚାଞ୍ଚଲ୍ୟ: ଜମି ବିବାଦ ପାଇଁ ବଂଶ ବୁଡ଼ିଗଲା, କ’ଣ ଦୋଷ କରିଥିଲେ ଛୋଟ ଭାଇଭଉଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ହତ୍ୟା ମାମଲା ବଢ଼ିବାରେ ଲାଗିଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି, ଅଳ୍ପ କିଛି ଟଙ୍କା ପାଇଁ ଲୋକମାନେ ନିଜର ସମ୍ପର୍କୀୟଙ୍କ ଜୀବନ ନେବାକୁ ପଛଘୁଞ୍ଚା ଦେଉ ନାହାନ୍ତି…