ଶିକ୍ଷକ, ଶିକ୍ଷୟିତ୍ରୀମାନେ ଜିନ୍ସ, ଲେଗିଙ୍ଗସ ଓ ଟି-ଶାର୍ଟ ପିନ୍ଧି ପାରିବେ ନାହିଁ: ସ୍କୁଲକୁ ପରିଷ୍କାର, ଫର୍ମାଲ ଡ୍ରେସରେ ଆସିବାକୁ ପଡ଼ିବ,…

ନୂଆଦିଲ୍ଲୀ: ସ୍କୁଲ ହେଉଛି ଶିକ୍ଷାର ପବିତ୍ର ମନ୍ଦିର । ଏହି ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବା ସହିତ ଜୀବନରେ ଅନେକ କଥା ଶିଖିଥାନ୍ତି । ତେବେ ଅନେକ ସମୟରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ…

ବଡ଼ ଦୁଃଖ ଖବର: ବଜ୍ରପାତରେ ଚାଲିଗଲା ୨୩ଟି ଗୃହପାଳିତ ପଶୁଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ତାତିର ପ୍ରକୋପ ଜାରି ରହିଥିବ ବେଳେ ଖୁବଶୀଘ୍ର ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର, ଦକ୍ଷିଣ, ଆଭ୍ୟନ୍ତରୀଣ,…

ରାଜଧାନୀରେ ବୁଲିବ ଡ୍ରୋନ: ସାବାଡ଼ ହେବେ ଅପରାଧୀ, କମିଶନରେଟ ପୋଲିସ ଆରମ୍ଭ କଲା ନୂଆ ଅଭିଯାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟ୍ୱିଟସିଟିର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଅପରାଧଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟାର…

ବାୟୁସେନାର ବଡ଼ ନିଷ୍ପତ୍ତି: MIG-21 ଉଡ଼ାଣ ଉପରେ ଲାଗିଲା ରୋକ, ୪୦୦ରୁ ଅଧିକ ଦୁର୍ଘଟଣା ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ବାୟୁସେନାର ମିଗ-୨୧ ବିମାନ ଦୁର୍ଘଟଣାର ଶିକାର ହେଉଛି । ଦୁଇ ସପ୍ତାହ ତଳେ ରାଜସ୍ଥାନରେ ଉଡ଼ାଣ ଭରୁଥିବା ସମୟରେ ଗୋଟିଏ ମିଗ-୨୧ ବିମାନ କ୍ରାଶ ହୋଇଯାଇଥିଲା । ଫଳରେ ତିନି ଜଣଙ୍କର ମୃତ୍ୟୁ…

ରାଜ୍ୟରେ ଗଠନ ହେବ ସ୍ଥାୟୀ ପୋଲିସ ଚୟନ ବୋର୍ଡ: ସିପାହୀ ଠାରୁ SI ପର୍ଯ୍ୟନ୍ତ ନିଯୁକ୍ତି ସମ୍ପାଦନ କରିବ ବୋର୍ଡ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନର ସୁବିଧା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ନିୟମିତ ବ୍ୟବଧାନରେ ବିଭିନ୍ନ ବିଭାଗର ନିଯୁକ୍ତି ପ୍ରକ୍ରିୟାକୁ…

ଭୁବନେଶ୍ୱର-କଟକରେ ଦେଖାଯିବନି କାହାର ଛାଇ: ଆସନ୍ତାକାଲି ରାଜଧାନୀରେ ହେବ ‘ଶୂନ୍ୟ ଛାୟା ଦିବସ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘରୁ ବାହାରକୁ ଯିବା ସମୟରେ ଆମେ ସବୁ ସମୟରେ ନିଜର ଛାଇକୁ ଦେଖିଥାଉ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ଏପ୍ରିଲ ୨୫ ତାରିଖରେ ବେଙ୍ଗାଲୁରୁ ସହରରେ…

ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ: ସପ୍ତାହକୁ ଦୁଇଦିନ ମାଗଣାରେ କରୁଥିଲେ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଥିବା ଜଣେ ଡାକ୍ତର ଆଜି ଆରପାରିକୁ ଚାଲିଯାଇଛନ୍ତି । ରାଜ୍ୟର ଜଣେ…

(Video) ଓ’ ମ୍ୟାଡାମ୍, ତୁମର ଯଦି ସାବିତ୍ରୀ କରିବାର ଏତେ ସଉକ, ତେବେ ଥରେ ସାବିତ୍ରୀ ଓଷାର ବହି ପଢ଼- ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପାରିବାରିକ ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି…

ଭାରତରେ ୧୦,୦୦୦ ଓ ୫,୦୦୦ ଟଙ୍କିଆ ନୋଟ୍ କେବେ ବନ୍ଦ ହୋଇଥିଲା: ଦେଶରେ କେବେଠାରୁ ଆରମ୍ଭ ହୋଇଥିଲା ବିମୁଦ୍ରୀକରଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ପରେ ଗ୍ରାହକମାନେ ଆଉ ଏହି ନୋଟକୁ ବଦଳାଇ ପାରିବେ ନାହିଁ ।…

ମୋଦୀ-ଜେଲେନସ୍କିଙ୍କ ମଧ୍ୟରେ ପ୍ରଥମ ଭେଟ: ହିରୋସୀମାରେ ଏକାଠି ହେଲେ ଭାରତ ଓ ୟୁକ୍ରେନର ଦୁଇ ଶୀର୍ଷ ନେତା

ନୂଆଦିଲ୍ଲୀ: ଜାପାନର ହିରୋସୀମାଠାରେ ଆଜି ବିଶ୍ୱର ଅନ୍ୟତମ ଦୁଇ ପ୍ରମୁଖ ନେତା ଏକାଠି ହୋଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ପ୍ରଥମ…