UGC ଲଞ୍ଚ କଲା ନୂଆ ନିଯୁକ୍ତି ପୋର୍ଟାଲ: ଦେଶର ୪୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏଣିକି ସହଜରେ ମିଳିପାରିବ ଚାକିରି
ନୂଆଦିଲ୍ଲୀ: ଏଣିକି ସମସ୍ତ ଚାକିରି ଆଶାୟୀମାନେ ବିଶ୍ୱବିଦ୍ୟାଳୟମାନଙ୍କରେ ସହଜରେ ନିଯୁକ୍ତି ପାଇ ପାରିବେ । କେନ୍ଦ୍ରୀୟ ୟୁନିଭରସିଟିରେ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପାଇଁ ବିଶ୍ୱବିଦ୍ୟାଳୟ…