ହନୁମାନ ଜୟନ୍ତୀରେ ବଡ଼ ହିଂସାକାଣ୍ଡ: ଅତିରିକ୍ତ SP ଓ IICଙ୍କ ସମେତ ୧୦ରୁ ଅଧିକ ପୋଲିସ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯିବା ସହ ଭୟଙ୍କର ହିଂସାକାଣ୍ଡ ଘଟିଛି । ହନୁମାନ ଜୟନ୍ତୀ ଉପଲକ୍ଷେ…

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆହତ: ହାତ, ମୁହଁ ଓ କହୁଣୀରେ ଲାଗିଛି ଗଭୀର ଆଘାତ

ନୂଆଦିଲ୍ଲୀ: ବଲିଉଡ ଦୁନିଆରୁ ଏକ ଦୁଃଖ ଖବର ଆସିଛି । ସୁଟିଂ ବେଳେ ଆହତ ହୋଇଛନ୍ତି ମୁନ୍ନାଭାଇ ତଥା ଅଭିନେତା ସଞ୍ଜୟ ଦତ୍ତ । ସଞ୍ଜୟଙ୍କ ମୁହଁ, ହାତ ଓ କହୁଣୀରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ବେଙ୍ଗାଲୁରୁରେ ଏକ…

ଜନତା ସାବଧାନ: ମାର୍କେଟରେ ମାତିଛନ୍ତି ନକଲି ପୋଲିସ, ଲୁଟି ନେଉଛନ୍ତି ସୁନା ଅଳଙ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଘରୁ ଏକା ବାହାରିବାକୁ ସତେ ଯେମିତି ଡର ଲାଗୁଛି । ଟିକିଏ ଅନ୍ୟମନସ୍କ ହେଲେ ପକେଟରୁ ମୋବାଇଲ, ପର୍ସରୁ ଟଙ୍କା, ଏଟିଏମ୍ ଗାଏବ୍ କରିଦେଉଛନ୍ତି ଲୁଟେରା । ଦୈନିକ ଖବରକାଗଜ ପୃଷ୍ଠା…

କର୍ଣ୍ଣାଟକରେ BJPକୁ ବଡ଼ ଝଟକା: ୧୯ ଜଣ ମ୍ୟୁନିସିପାଲ ସଦସ୍ୟ, ଜିଲ୍ଲା ଅଧ୍ୟକ୍ଷ, ମେୟର, ଡେପୁଟି ମେୟରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ୨୦୨୪ ଫାଇନାଲ ମ୍ୟାଚ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପି ପାଇଁ କୌଣସି ଅଗ୍ନି…

ଗରମ ଜଳରୁ ଠାବ ହେଲା ମଣିଷ ମାଂସଖିଆ ବ୍ୟାକ୍ଟେରିଆ: ଦୁଇ ଦିନ ମଧ୍ୟରେ ମୃତ୍ୟୁ ଘଟୁଛି, ସଂକ୍ରମିତ ଅଙ୍ଗ ମଧ୍ୟ ନଷ୍ଟ ହୋଇଯାଉଛି

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ଫଳରେ ମଣିଷକୁ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି । ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ ସ୍ୱରୂପ ନୂଆ ନୂଆ ବ୍ୟାକ୍ଟେରିଆ…

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି: ଶିକ୍ଷାଗତ ଯୋଗ୍ୟତା କମ୍ ଥିଲେ ବି ଆବେଦନ କରିପାରିବେ

ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ହାଇକୋର୍ଟ ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଗ୍ରୁପ-ଡି…

୧୨ ତାରିଖ ୧୨ଟା ସମୟ: ଦେଶର ସବୁଠାରୁ ବଡ଼ ଖୁଲାସା, ଗୋଟିଏ ଟ୍ୱିଟକୁ ନେଇ ଭାରତର ରାଜନୀତି ହଲଚଲ୍

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଚଳିତ ବର୍ଷ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ…

ମଣିଷ ବୁଢ଼ା ହେବା- Zombie Cells ଦାୟୀ! ଛୋଟ ଓ ରହସ୍ୟମୟ ଅଣୁର ସନ୍ଧାନ କଲେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାର ରିସର୍ଚ୍ଚ ଟିମ୍

ନୂଆଦିଲ୍ଲୀ: ମଣିଷ ଜନ୍ମ ହୋଇଛି ମାନେ ବୟସ ବୃଦ୍ଧି ଘଟିବା ଏକ ସାଧାରଣ ପ୍ରକ୍ରିୟା । ତେବେ ଆମ ଶରୀରରେ ଏପରି କିଛି କୋଷିକା ରହିଛନ୍ତି, ଯାହାକି ବୃଦ୍ଧତ୍ୱ ସହ ଜଡ଼ିତ କିଛି ବିମାରୀକୁ ବୃଦ୍ଧି କରାଇଥାନ୍ତି । ଫଳରେ ମଣିଷ…

ଶରୀରରେ କ୍ୟାନସର ବିକଶିତ ହେବନି! ସେଲସକୁ ଧୀମା କରିଦେବ ଆୟୁର୍ବେଦ ମେଡିସିନ ‘B2S2’, ଆୟୁଷ ମନ୍ତ୍ରଣାଳୟର ବଡ଼ ସଫଳତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଣିଷ ଆଗରେ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ସମସ୍ୟା ଭାବେ ଉଭା ହେଉଛି । ତେବେ ସେଥି ମଧ୍ୟରେ କ୍ୟାନସର ଏକ ଘାତକ ବିମାରୀ । ପ୍ରତିବର୍ଷ ଭାରତରେ ଲକ୍ଷ ଲକ୍ଷ ଲୋକ ଏହି ବିମାରୀରେ ଅକାଳରେ…

କର୍ଣ୍ଣାଟକ ବିଧାନସଭା ମହାସମର: ୧୮୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା BJP

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ୧୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ । ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’…