ସାବଧାନ କରୋନା ବଢ଼ୁଛି: କୋଭିଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଲା, ବିଭିନ୍ନ ରାଜ୍ୟରେ ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ନେଇ କେନ୍ଦ୍ର ସରକାର ଆଲର୍ଟ ମୋଡ଼କୁ ଆସିବା ସହ ସାବଧାନ ରହିବା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କରାଇଛନ୍ତି । ତେବେ…

UPI ମାଧ୍ୟମରେ ଆପଣଙ୍କ ଖାତାକୁ ବ୍ୟାଙ୍କରୁ ଲୋନ୍ ଅର୍ଥ ଆସିବ: RBIର ବଡ଼ ପଦକ୍ଷେପ, ଖୁବଶୀଘ୍ର ଜାରି ହେବ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ)କୁ କେନ୍ଦ୍ର ସରକାର ଅଧିକ ପ୍ରଧାନ୍ୟ ଦେଉଛନ୍ତି । ବର୍ତ୍ତମାନ ଦେଶରେ ଖୁଚୁରା ଡିଭିଟାଲ ପେମେଣ୍ଟର ୭୫ ପ୍ରତିଶତ ୟୁପିଆଇ ମାଧ୍ୟମରେ କରାଯାଉଛି ।…

ଟ୍ରେନ୍ ମିସ୍ ହୋଇଗଲେ ଆପଣ କିପରି ଅର୍ଥ ରିଫଣ୍ଡ ପାଇବେ: କିପରି TDR ଫାଇଲ୍ କରିବେ, IRCTCର ନିୟମ ଜାଣନ୍ତୁ

ନୂଆଦିଲ୍ଲୀ: ଅନେକ ସମୟରେ ଯାତ୍ରୀମାନେ ସାମାନ୍ୟ କିଛି ସମୟ ବିଳମ୍ବ କାରଣରୁ ନିଜ ଟ୍ରେନ୍ ମିସ୍ କରିଦେଇଥାନ୍ତି । ଏଭଳି ସ୍ଥିତିରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଞ୍ଚି ପାରିନଥାନ୍ତି । ତେବେ ଯଦି…

୪୪ ଜଣ ମହିଳା ଓ ପୁରୁଷ କଏଦୀ HIV ପଜିଟିଭ୍: ଏପରି ସଂକ୍ରମଣ କେମିତି ହେଲା, ଜେଲ ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ବେଳେବେଳେ କିଛି ସରକାରୀ ସଂସ୍ଥାରୁ ମଧ୍ୟ ଏପରି କିଛି ଖବର ସାମ୍ନାକୁ ଆସିଥାଏ । ତେବେ ନିକଟରେ…

ବିଶ୍ୱପ୍ରସିଦ୍ଧ ଆଇନଜୀବୀ ବେଞ୍ଜାମିନ ଫେରେଞ୍ଜଙ୍କ ୧୦୩ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ଆଇନ ବିଶାରଦ ତଥା ଆମେରିକାର ଜଣାଶୁଣା ଓକିଲ ବେଞ୍ଚାମିନ ବେରେଲ ଫେରେଞ୍ଜ ଆଉ ନାହାନ୍ତି ।  ସେ ୧୦୩ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ସେ ନାଜି ନରସଂହାର ସମୟରେ ଯୁଦ୍ଧ ଅପରାଧୀଙ୍କ…

ମେ ୧୦ରେ ଭୋଟ: କଂଗ୍ରେସର ବଡ଼ ନିଷ୍ପତ୍ତି, ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ କିଛି ରାଜ୍ୟରେ ନିର୍ବାଚନ ଓ ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଆସନ୍ତା ମାସରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ସେହିପରି…

ଭାରତରୁ ଠାବ ହେଲା ଏକ ଅଜବ ପ୍ରକାରର ବିମାରୀ ‘Silver Leaf’: ଗଛ ନେଇଗଲା କୃଷକଙ୍କ ଜୀବନ, WHO’କୁ ପଠାଗଲା ସାମ୍ପୂଲ

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଭାରତରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଏକ ଅଜବ ପ୍ରକାରର ବୀମାରୀ ସାମ୍ନାକୁ…

ମାଟ୍ରିକ, ITI, ଡିପ୍ଲୋମା ପାସ କରିଥିଲେ ମାସକୁ ୩୦ ହଜାର: କେନ୍ଦ୍ର ସରକାର ଆଣିଲେ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା ତରଫରୁ ଏକ ବଢ଼଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀମାନେ ମାଟ୍ରିକ କିମ୍ବା ଆଇଟିଆଇ ସହ ପ୍ରାସଙ୍ଗିକ ବିଭାଗରେ ଡିପ୍ଲୋମା…

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ଚାଲିଲା ଗୁଳିବର୍ଷା, ୯୪ ଜଣଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଏକ ବଡ଼ ଅଘଟଣ ଘଟିଯାଇଛି । କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟର ପୂର୍ବ ଭାଗରେ ଏକ ଗାଁରେ ହୋଇଛି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ପାଖାପାଖି ୨୦ ଜଣଙ୍କର…

ବଡ଼ ଖବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା ସମୟରେ ରାମବନ ଜିଲ୍ଲାର ଜାତୀୟ ରାଜପଥରେ ଏକ ଟ୍ରକ…